Jual Oram

ଜୁଏଲଙ୍କ ମହାଭାରତ ଟ୍ବିଟ୍ ,ରାତିଅଧରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

Spread the love

ଭୁବନେଶ୍ୱର : ଜୁଏଲଙ୍କ ମହାଭାରତ ଟ୍ବିଟ୍ ।  ରାତି ଅଧରରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।  ଗତକାଲି ଯୁଦ୍ଧବିରତି ଉଲ୍ଲଂଘନ କରି ପୁଣି ଆକ୍ରମଣ କରିଥିଲା ପାକିସ୍ତାନ ।  ସେତେବେଳେ ଏକ ଟ୍ବିଟ୍ କରିଥିଲେ ଜୁଏଲ ।

ଟ୍ବିଟ୍ ରେ ମହାଭାରତର ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କଥା କହିଥିଲେ ।  କିଭଳି କୃଷ୍ଣ ଦ୍ରୌପଦୀଙ୍କୁ ନିଶ୍ଚିତ ଯୁଦ୍ଧ ହେବ ବୋଲି କହିଥିଲେ ତାହା ଉଲ୍ଲେଖ କରିଛନ୍ତି ଜୁଏଲ ।

କୃଷ୍ଣ ହସ୍ତିନାପୁର ଯାଉଥିବାବେଳେ ଦ୍ରୌପଦୀ ଯୁଦ୍ଧ କଥା ପଚାରିଥିଲେ ।  ସେତେବେଳ ଦ୍ରୌପଦୀଙ୍କୁ କୃଷ୍ଣ କହିଥିଲେ, ତୁମେ ନିଶ୍ଚିତ ରୁହ ଯେ ଯୁଦ୍ଧ ହେବ ।

Leave a Reply

Your email address will not be published. Required fields are marked *