Matric Exam

ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

Spread the love

ଭୁବନେଶ୍ୱର : ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ସହ ବିଜ୍ଞାନ ସି- ସେଟ୍‌ରେ ୪ ମାର୍କ କମ୍‌ ଥିବା ନେଇ ଶନିବାର ବୋର୍ଡ ପକ୍ଷରୁ ସୂଚନା ମିଳିଛି। ପ୍ରଶ୍ନପତ୍ରରେ ଥିବା ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିଛନ୍ତି । ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ ବୋଲି କହିଛନ୍ତି । ପରୀକ୍ଷା ପରିଚଳନା କମିଟି ଏନେଇ ତର୍ଜମା କରିବ ବୋଲି କହିଛନ୍ତି। ମାତ୍ର ପ୍ରଶ୍ନପତ୍ର ଭାଇରାଲ୍‌ କଥାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।

Leave a Reply

Your email address will not be published. Required fields are marked *