ପୁରୀରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ, ଜଗା ଦର୍ଶନ ଆଳରେ ଶ୍ରଦ୍ଧାଳୁଙ୍କଠାରୁ ଲୁଟୁଛନ୍ତି ଟଙ୍କା
ପୁରୀ: ସାବଧାନ! ପୁରୀରେ ନକଲି ଗୁମାସ୍ତାଙ୍କ ଦୌରାତ୍ମ୍ୟ । ଧର୍ମ ମାସ କାର୍ତ୍ତିକରେ ଧର୍ମ ନାଁରେ ଚଳାଇଛନ୍ତି ଅଧର୍ମ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଜଗା ଦର୍ଶନ ଆଳରେ ଲୁଟୁଛନ୍ତି ଟଙ୍କା । ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଗାଇଡ୍ … Read More
