ଆନ୍ଧ୍ରରେ ବେଶି କ୍ଷତି କରିବ ‘ଅକଭାନ୍’: ଓଡିଶାରେ ପ୍ରବଳ ବର୍ଷିବ, ୭୦କିମି ବେଗରେ ବହିବ ପବନ !

ଭୁବନେଶ୍ଵର: ଆନ୍ଧ୍ରରେ ବେଶି କ୍ଷତି କରିବ ବାତ୍ୟା ଅକବାନ୍। ବଡ ବଡ ଗଛ ଉପୁଡିବା ସହ ଇଲେକ୍ଟ୍ରିକ୍ ଖୁଣ୍ଟ  ଭାଙ୍ଗିପାରେ। ମାଟି ଘର ଓ ଚାଳଛପର ଘର ମଧ୍ୟ ବିଶେଷଭାବେ ପ୍ରଭାବିତ ହେବ। ବାତ୍ୟାର ଅବସ୍ଥିତି ଓ ଗତିପଥ ନେଇ ସୂଚନା … Read More

ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ସିଂହଦ୍ଵାରରେ ପ୍ରବେଶ, ୩ ଦ୍ଵାରରେ ପ୍ରସ୍ଥାନ

ପୁରୀ : ଆଉ ଦିନ କେଇଟା ପରେ ପଞ୍ଚୁକ। ଏଥିଲାଗି ପୁରୀ ପ୍ରଶାସନ ପୁରା ପ୍ରସ୍ତୁତ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ପଞ୍ଚୁକରେ ପୁରୀକୁ ଲକ୍ଷ ଲକ୍ଷ … Read More

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ସ୍ଥାନାନ୍ତର ହେବେ ୨ ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସ୍ଥାନାନ୍ତର ପ୍ରକ୍ରିୟା, ଆଶ୍ରୟସ୍ଥଳୀ ବ୍ୟବସ୍ଥା ଏବଂ ଉଦ୍ଧାରକାରୀ ଦଳ ମୁତୟନ ନେଇ ପ୍ରଶାସନ … Read More

ଡେବ୍ରିଗଡ଼ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ : ୪ ଶିକାରୀ ଗିରଫ

ବୁର୍ଲା : ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ଫେଲ ମାରିଛି।  ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ଫାଶ ଓ ଜାଲ ବିଛାଇବାକୁ ଯୋଜନା କରୁଥିବା ଏକ ଗୋଷ୍ଠୀ ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂତ୍ରରୁ ଖବର ପାଇ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର … Read More

ରେଢ଼ାଖୋଲ ଜଙ୍ଗଲରୁ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ରେଢ଼ାଖୋଲ : ରେଢ଼ାଖୋଲ ଜଙ୍ଗଲରୁ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ।  ୪ ଦିନ ଧରି ଥିଲେ ନିଖୋଜ । ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ । ଗତ ୧୩ତାରିଖରୁ ନିଖୋଜ ଥିଲେ ବୌଦ୍ଧର ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ। ମୃତଦେହ ଆଜି ରେଢ଼ାଖୋଲ … Read More

ତିଖିରି ପଞ୍ଚାୟତରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବହୁ ଚର୍ଚ୍ଚିତ ତିଖିରି ପଞ୍ଚାୟତରେ ଜବରଦଖଲ ଉଚ୍ଛେଦ ଆରମ୍ଭ ।  କଡା ସୁରକ୍ଷାରେ ଉଚ୍ଛେଦ ଚାଲିଛି ।  ୧୨୪ ଟି ପରିବାରଙ୍କୁ ଉଚ୍ଛେଦ କରାଯାଇଛି ।  ଗତ ମେ ମାସ ୨୧ ତାରିଖରେ ଜବର … Read More

୩% ବଢ଼ିଲା ମହଙ୍ଗା ଭତ୍ତା, ପେନସନଭୋଗୀମାନେ ମଧ୍ୟ ହେବେ ଉପକୃତ

ଭୁବନେଶ୍ୱର:  ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।  ଏହା ଫଳରେ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ … Read More

ଅଷ୍ଟମ ଅଧିବେସନ ନେଇ ବଢ଼ିଲା ବିଧାନସଭା ସୁରକ୍ଷା: ଚାରିପଟେ ରହିବ ତ୍ରିସ୍ତରିୟ ସୁରକ୍ଷା ବଳୟ, ତଦାରଖ କରିବେ ଡିଜି

ଭୁବନେଶ୍ୱର: ବିଧାନସଭା ବାହାରେ ବ୍ଲାକ କମାଣ୍ଡୋ ।ଅଷ୍ଟମ ଅଧିବେସନ ନେଇ ବଢ଼ିଲା ବିଧାନସଭା ସୁରକ୍ଷା । ଭିଆଇପିଙ୍କ ସୁରକ୍ଷାରେ ୩୦ପ୍ଲାଟୁନ ଫୋର୍ସ । ବିଲ୍ଡିଂ ଉପରେ ଜଗିବେ ସ୍ନାଇପର । ବିଧାନସଭା ଅଧିବେଶନ ସୁରକ୍ଷା ଦୃଷ୍ଟିରୁ ଦାୟିତ୍ବରେ ରହିବେ ୧୫୦ରୁ ଅଧିକ ଅଫିସର। … Read More

୧୨ ଦଫା ଦାବି ପୂରଣ ନ ହେଲେ ଡିସେମ୍ବର ୧ରୁ ଧାନ ଉଠାଣ ବନ୍ଦ

ଭୁବନେଶ୍ୱର: ଖରିଫ୍ ଧାନ କିଣା ପୂର୍ବରୁ ବଢ଼ିଲା ଅଡ଼ୁଆ । ସରକାରଙ୍କୁ ମିଲର୍ସଙ୍କ ୧୦ ଦିନିଆ ଅଲ୍ଟିମେଟମ୍ । ୧୨ ଦଫା ଦାବି ପୂରଣ ନହେଲେ ଡିସେମ୍ବର ୧ରୁ ଧାନ ଉଠାଣ ବନ୍ଦ ଚେତାବନୀ, ଚିନ୍ତାରେ ଚାଷୀ । ରାଜ୍ୟରେ ଖରିଫ୍ ଧାନ … Read More

ପୁରୀରେ ଖଜା ଭାଟି ଉପରେ ଚଢ଼ାଉ, ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିବା ଅଭିଯୋଗ

ପୁରୀ: ପୁରୀରେ ବିଭିନ୍ନ ଖଜା ଭାଟି ଉପରେ ପୋଲିସର ଚଢ଼ାଉ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଉଠିଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି । ପୁରୀ ପୋଲିସ ଓ ମହାନଗର ନିଗମ କର୍ମଚାରୀଙ୍କ ମିଳିତ … Read More