ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ସରିଲା ଜମି ଅଧିଗ୍ରହଣ, ଜାନୁଆରୀରୁ କାମ ଆରମ୍ଭ

ଜୟପୁର: ଡବଲ ଇଞ୍ଜିନ ସରକାରଙ୍କ ବଡ଼ ସଫଳତା । ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ମିଳିଲା ଦୀପାବଳି ଭେଟି। ମାତ୍ର ୬ ମାସରେ ଜୟପୁର – ନବରଙ୍ଗପୁର ରେଳପଥ ପାଇଁ ୫୦୦ ଏକର ଜମି ଅଧିଗ୍ରହଣ ହୋଇ ରେଳବିଭାଗକୁ ହସ୍ତାନ୍ତର ହେଲା । ଶେଷ ପର୍ଯ୍ୟାୟରେ … Read More

ଚାଲାଣ ବେଳେ ୨୩୦ଟି କଇଁଛ ଉଦ୍ଧାର

ପିପିଲି : ପିପିଲି ପୁଲିସକୁ ମିଳିଛି ବଡ଼ ସଫଳତା। ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର୍‌ରେ ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ସମ୍ପର୍କରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର … Read More

ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ

ଭୁବନେଶ୍ୱର: ଅପେକ୍ଷାର ଘଟିଲା ଅନ୍ତ। ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ହୀତାଧିକାରୀଙ୍କୁ ଗତ ଅକ୍ଟୋବର ମାସରୁ ଭତ୍ତା ଦେବାକୁ ନିଷ୍ପତ୍ତି … Read More

କୋର୍ଟରେ ସୁରକ୍ଷା କର୍ମୀଙ୍କୁ ମହିଳାଙ୍କ ଆକ୍ରମଣ, ୩ ଆହତ

ଉମରକୋଟ : କୋର୍ଟରେ ରକ୍ତାକ୍ତ ଆକ୍ରମଣ ।  କୋର୍ଟରେ ମହିଳାଙ୍କ ଆକ୍ରମଣ ।  କୋର୍ଟ ସୁରକ୍ଷା କର୍ମୀଙ୍କୁ ମହିଳାଙ୍କ ଆକ୍ରମଣ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଜେଏମଏଫସି କୋର୍ଟ ପରିସରରେ ଅଭାବନୀୟ ଘଟଣା । ଜଣେ ମହିଳା ବ୍ୟାଗରେ ଲୁହା ଛଡ଼ ଲୁଚାଇ … Read More

ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବାଙ୍ଗିରିପୋଷି : ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ତରବରିଆ ଭାବେ ଚାଲିଥିଲା ଶବ ସଂସ୍କାର । ଅଟକାଇଲେ ସ୍ଥାନୀୟ ଲୋକେ । ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ ମୁଣ୍ଡାକଟା ଗ୍ରାମର ପ୍ରାୟ ୬୦ ବର୍ଷୀୟା ନନ କର … Read More

ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତ କଲେ ନବୀନ ପଟ୍ଟନାୟକ, ଚାଷୀଙ୍କ ଦୁଃଖ ଶୁଣି ହେଲେ ଭାବପ୍ରବଣ

ଶେରଗଡ଼: ବନ୍ୟା ପ୍ରଭାବିତ ଚାଷୀଙ୍କ ଦୁଃଖ ଶୁଣିଲେ । ଭାବପ୍ରବଣ ହେଲେ ନବୀନ । ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼ରେ ନବୀନଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ । ଶେରଗଡ଼ରେ ପହଞ୍ଚିବା … Read More

୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

କନ୍ଧମାଳ: ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି । ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଏହି ଗାଟି ରାସ୍ତାରେ ଏବେ ସମସ୍ତ ଗାଡି ଚଳାଚଳ ପାଇଁ ଅନୁମତି ମିଳିଛି । ଫଳରେ ଉଭୟ ଜିଲ୍ଲା ମଧ୍ୟରେ ଯାତାୟାତ ପୁଣି ସ୍ବାଭାବିକ … Read More

କାର୍ଯ୍ୟରେ ଅବହେଳା ନେଇ ବିଡିଓ ନିଲମ୍ବିତ

ବୌଦ୍ଧ: କଣ୍ଟାମାଳ ବିଡିଓ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କୁ ନିଲମ୍ବନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । କାର୍ଯ୍ୟର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ … Read More

କାଳୀପୂଜା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ୍ ମାର୍ଚ୍ଚ

ଯାଜପୁର: କାଳୀପୂଜାରେ ଶାନ୍ତି ବଜାୟ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗ୍ ମାର୍ଚ୍ଚ । ସହରରେ କାଳୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ୨୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଏହି ଫ୍ଲାଗ୍ ମାର୍ଚ୍ଚ ମାଧ୍ୟମରେ ସହରବାସୀଙ୍କୁ ସୁରକ୍ଷାର ବାର୍ତ୍ତା … Read More

ଶଳାକୁ ପଥରରେ ଛେଚି ହତ୍ୟା କଲା ଭିଣୋଇ

ଭୁବନେଶ୍ୱର: ସମ୍ପର୍କରେ ରକ୍ତର ଛିଟା । ଶଳାକୁ ପଥରରେ ଛେଚି ହତ୍ୟା । ଭୁବନେଶ୍ୱର ସହିଦନଗର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପଠାଣି ସାହୁ । ସୂଚନା ଅନୁଯାୟୀ, ସ୍ତ୍ରୀ ଆଉ କହ ସହ ସମ୍ପର୍କ ସନ୍ଦେହରେ … Read More