୫୪୭କୁ ବୃଦ୍ଧି ପାଇଲା ନେପାଳ ମୃତ୍ୟୁ ସଂଖ୍ୟା, ୩୨୦ ଭାରତୀୟଙ୍କ ମିଳୁନି ପତ୍ତା

ନେପାଳ : ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୫୪୭ ଟପିଲାଣି । ଆହୁରି ବଢ଼ିବା ଆଶଂକା । ଅନେକ ଲୋକ ନିଖୋଜ ରହିଛନ୍ତି । ପ୍ରାୟ ୧୫ ଶହ ଲୋକ ନିଖୋଜ ଥିବା ଏପର୍ଯ୍ୟନ୍ତ ଆକଳନ କରାଯାଇଛି … Read More

୩୦ ଫୁଟ ତଳକୁ ଖସିଲା ବସ୍, ୫ ମୃତ, ଅନେକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ୟାବରା ସହରର ଭୋପାଳ ବାଇପାସରେ ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଯାତ୍ରୀ ଆହତ … Read More

ଲକ୍ଷ୍ନୌରେ ସ୍ବାଇନ୍ ଫ୍ଲୁରେ ଜଣେ ମହିଳା ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ସ୍ବାଇନ୍ ଫ୍ଲୁକୁ ନେଇ ଚିନ୍ତା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସ୍ବାଇନ୍ ଫ୍ଲୁ କାରଣରୁ ଲକ୍ଷ୍ନୌରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ବୟସ ହେଉଛି ୫୦ ବର୍ଷ ଏବଂ … Read More

ନେପାଳରେ ପୁଣି ହାଇଆଲର୍ଟ ଜାରି, ଜଳବନ୍ଧ ଭାଙ୍ଗିବାର ସୂଚନା

ନେପାଳ: ନେପାଳରେ ଧ୍ବଂସାତ୍ମକ ଚିତ୍ର ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି  ନେପାଳ ପୋଲିସ ଶୁକ୍ରବାର ଏକ ଆଲର୍ଟ ଜାରି କରିଛି । ପୋଲିସ କହିଛି ଯେ, ତିବ୍ବତ ପଟେ ପୁଣିଥରେ ଜଳବନ୍ଧ ଭାଙ୍ଗିଥିବାର ସୂଚନା ମିଳିଛି । ଏନେଇ … Read More

ରନୱେରେ ଫାଟିଲା ବିମାନର ଟାୟାର, ଟଳିଲା ବଡ଼ ଦୁର୍ଘଟଣା

ବିଳାସପୁର: ଛତିଶଗଡ଼ର ବିଳାସପୁର ବିମାନବନ୍ଦରରେ ଶୁକ୍ରବାର ଅବତରଣ କରିବା ସମୟରେ ଦିଲ୍ଲୀ-ବିଳାସପୁର ଆଲାଏନ୍ସ ଏୟାରର ଏକ ବିମାନର ଟାୟାର ଫାଟିଯିବାରୁ ଅଘଟଣ ଘଟିଛି। ତେବେ ବିମାନରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। ସୂଚନା … Read More

ଚୀନରେ ଭୂମିକମ୍ପ, ୫.୧ ତୀବ୍ରତାର ଝଟକା ଅନୁଭୂତ

ନୂଆଦିଲ୍ଲୀ : ଚୀନର ଦକ୍ଷିଣ ପଶ୍ଚିମ ସିଚୁଆନ୍ ପ୍ରାନ୍ତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିପୋର୍ଟ ଅନୁସାରେ, ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହର ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଚୀନ୍ … Read More

ଶିମିଳିପାଳରେ ୪ ଶାବକ ଜନ୍ମ ଦେଲା ‘ଜିନ୍ନତ୍’, ଖୋଲାଯିବ ରେଡିଓ କଲାର

ବାରିପଦା : ଶିମିଳିପାଳ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନିଜ ବାସସ୍ଥଳୀ ଗଢ଼ିବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ମହାବଳ ବାଘୁଣୀ ‘ଜିନ୍ନତ୍’ ଉପରୁ ଏବେ ନଜର ହଟାଇ ସମ୍ପୂର୍ଣ୍ଣ … Read More

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜେଆର୍‌ଏ, ୬ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ଭୁବନେଶ୍ବର: ଜମି ପଟ୍ଟା (ଆର୍‌ଓଆର୍‌) ପ୍ରଦାନ କରିବା ନିମନ୍ତେ କେନ୍ଦୁଝର ଜିଲ୍ଲା ପାଟଣା ତହସିଲର କନିଷ୍ଠ ରାଜସ୍ବ ସହାୟକ (ଜେଆର୍‌ଏ) ବିଏଚ୍‌ ଉମାଶଙ୍କର ହିତାଧିକାରୀଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି। … Read More

ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟ ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

କୁଜଙ୍ଗ:  କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ସ୍ଥିତ ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟରେ ଆଜି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ରଶିରେ ଫାଶିହୋଇ ଆତ୍ମହତ୍ଯା କରିଥିବା ଜଣାପଡିଛିା  ଘଟଣାରୁ ପ୍ରକାଶ ଯେ,ରଘୁନାଥ ପୁର ଅଂଚଳର ଆଶୁତୋଷ ବେହେରା (୧୪) ପଙ୍କପାଳସ୍ଥିତ ଜ୍ଞାନ … Read More

ସ୍କୁଲ ପରିସରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନବରଙ୍ଗପୁର : ସ୍କୁଲ ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ ଅଭିଯୋଗ ।  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।  ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ପରେ ଦୁଷ୍କର୍ମ ଓ … Read More