ଶ୍ରାବଣ ସୋମବାରରେ ମହାନଦୀରୁ ପାଣି ଉଠାଇବା ବେଳେ ବୁଡିଗଲା ପୁଅ, ଉଦ୍ଧାର କରିବାକୁ ଯାଇ ବାପା ମୃତ

ପାରାଦ୍ବୀପ: ଶ୍ରାବଣ ସୋମବାର ପାଇଁ ପାଣି ଭାର ନେଇ ଯିବା ନିମନ୍ତେ ମହାନଦୀକୁ ଯାଇଥିଲେ। ସେଠାରେ ହଠାତ୍‌ ନଦୀରେ ଗୋଡ଼ ଖସି ଭରାନଈକୁ ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀଗର୍ଭରେ ହଜି ଯାଇଛନ୍ତି। ମୃତକ ଜଣକ ହେଲେ ପାରାଦ୍ୱୀପ ଲକ୍ … Read More

ଲାଞ୍ଚ ନେବା ବେଳେ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ କାବୁ କଲା ଭିଜିଲାନ୍ସ

ରାଉରକେଲା::ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର । ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ । ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।ସୁନ୍ଦରଗଡ-ରାଉରକେଲା ରାସ୍ତାର ବଡଗାଁ ନିକଟବର୍ତ୍ତୀ … Read More

ରାଜ୍ୟର ସମସ୍ତ ବିଦ୍ୟାଳୟରେ ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍‌

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଇଛି ଶିକ୍ଷା ବିଭାଗ। ଶିକ୍ଷାନୁଷ୍ଠାନରେ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଯେପରିକି ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍, ‘ଶକ୍ତିଶ୍ରୀ’ ବ୍ୟବସ୍ଥା, ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) … Read More

ମଝି ସମୁଦ୍ରରେ ଜଳିଗଲା ଫେରୀ, ୫ ମୃତ, ୪୧ ନିଖୋଜ

ନୂଆଦିଲ୍ଲୀ : ମଝି ସମୁଦ୍ରରେ ଜଳିଗଲା ଯାତ୍ରୀବାହୀ ଫେରୀ, ୫ ମୃତ, ୪୧ ନିଖୋଜ । ଇଣ୍ଡୋନେସିଆ ମାଦୁରା ଦ୍ବୀପ ନିକଟରେ ଘଟିଛି ଏ ବଡ଼ ଧରଣର ଅଘଟଣ । ଫେରୀରେ ନିଆଁ ଲାଗିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ୪୧ … Read More

କେରଳରେ ବନ୍ୟା, ୬ମୃତ ଓ ୬ ନିଖୋଜ

କେରଳ: ପ୍ରବଳ ବର୍ଷା କେରଳର ପରିସ୍ଥିତିକୁ ଆହୁରି ଖରାପ କରିଛି। ସାରା ରାଜ୍ୟରେ ମୋଟ ୬୫ଟି ରିଲିଫ୍ ଶିବିର ଖୋଲାଯାଇଛି । ଯେଉଁଥିରେ ୧୪୬୫ ଜଣଙ୍କୁ ଆଶ୍ରୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍ ରାଜସ୍ୱ ମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ … Read More

ପ୍ରଧାନମନ୍ତ୍ରୀଙ୍କ ନିଶା ମୁକ୍ତଯୁବ ଅଭିଯାନ ଆରମ୍ଭ, ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

ନୂଆଦିଲ୍ଲୀ: ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଶାମୁକ୍ତ ଯୁବ ଅଭିଯାନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ବର ୨୮ ହଜାରରୁ ଅଧିକ ସ୍ଥାନରୁ ୧କୋଟିରୁ ଅଧିକ ଯୁବକ ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ସାରା ଦେଶରେ … Read More

ସପିଂ ସେଣ୍ଟରରେ ଆଖିବୁଜା ଗୁଳିକାଣ୍ଡ, ୩ ମୃତ

ଆମେରିକା: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତାଜା ଘଟଣା ଆଇଡାହୋର ଟ୍ବିନ୍ ଫଲ୍ସରେ ଦେଖିବାକୁ ମିଳିଛି । ଶନିବାର ଦ୍ବିପ୍ରହରରେ ଏକ ସପିଂ ଅଞ୍ଚଳରେ ଆଖିବୁଜା ଫାୟାରିଂ ହୋଇଥିବା ସୂଚନା ମିଳିଛି । ଫଳରେ … Read More

ପେରୁରେ ବିମାନ ଦୁର୍ଘଟଣା : ୧୩ ମୃତ

ନୂଆଦିଲ୍ଲୀ : ଶନିବାର ଦିନ ପେରୁରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଫଳରେ ବିଶ୍ୱ ପ୍ରସିଦ୍ଧ ନାଜକା ଲାଇନ୍ସକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ କ୍ଷେତରେ ଖସିପଡ଼ିଛି । ଭୂମିରେ ପଡ଼ିବା … Read More

ଏଥର ଗୋଟିଏ ପର୍ଯ୍ୟାୟରେ ହେବ ନିଟ୍‌ ପିଜି-୨୦୨୬ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୬ ପରୀକ୍ଷାକୁ ସ୍ବଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ ୩୦ ତାରିଖ ରବିବାର ସକାଳ ୯ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ … Read More

କାବେରୀ ଜଳ ବିବାଦ: ଫସଲକୁ ବଞ୍ଚାଇବା ପାଇଁ ବାଲିରେ ନିଜକୁ ପୋତି ପ୍ରତିବାଦ କଲେ ଚାଷୀ

ଚେନ୍ନାଇ: ତାମିଲନାଡୁର ତ୍ରିଚିର ଚାଷୀମାନେ କୃଷି ପାଇଁ ପାଣି ଦାବି କରି କାବେରୀ ନଦୀର ବାଲିରେ ନିଜକୁ ପୋତି ଦେଇ ଏକ ନିଆରା ପ୍ରତିବାଦ କରିଛନ୍ତି। ମେଟୁର ଡ୍ୟାମ୍ ଖୋଲିବାରେ ବିଳମ୍ବ ଏବଂ କୁରୁଭଇ ଧାନ ଚାଷକୁ ପ୍ରଭାବିତ କରୁଥିବା ଜଳ ଅଭାବ ଯୋଗୁଁ … Read More