ଦିଲ୍ଲୀରେ H1N1ର ଆତଙ୍କ, ଆଡଭାଇଜରି ଜାରି କଲା ସ୍ବାସ୍ଥ୍ୟ ବିଭାଗ
ନୂଆଦିଲ୍ଲୀ: ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ) ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଦିଲ୍ଲୀରେ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହୋଇଛି । ମୋଟ ଇନ୍ଫ୍ଲୁଏଞ୍ଜା-A ମାମଲା … Read More
