ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ
ଭୋଗରାଇ ୨୭।୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ … Read More
