ଛାତ୍ରଛାତ୍ରୀଙ୍କୁ ଦିଆଯିବ ସଂଶୋଧିତ ପୁସ୍ତକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ସଂଶୋଧିତ ପୁସ୍ତକ ଦିଆଯିବା ନେଇ ସୋମବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି, ସ୍କୁଲକୁ ଦିଆଯିବ ସଂଶୋଧିତ … Read More

ଆସୁଛି ବଡ଼ ଲଘୁଚାପ, ଜୁଲାଇ ପ୍ରଥମ ସପ୍ତାହରୁ ପ୍ରବଳ ବର୍ଷିବ !

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଚଳିତ ସିଜିନ୍ ର ପ୍ରଥମ ବଡ଼ ଲଘୁଚାପ । ଜୁଲାଇ ୨ ରୁ ବଢ଼ିବ ବର୍ଷାର ପ୍ରକୋପ । ମୌସୁମୀ ପ୍ରବାହକୁ ଆହୁରି ସକ୍ରିୟ କରିବା ପାଇଁ ପ୍ରକୃତି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ … Read More

ବ୍ୟାଗରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ, ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ରର ମୃତ ଦେହ ଠାବ। ଢେଙ୍କାନାଳ ସହର ରାମେଶ୍ୱରପୁର ଓଭରବ୍ରିଜ୍ ନିକଟରୁ ଏକ ଜରି ବ୍ୟାଗ୍ ଭିତରୁ ମିଳିଛି ମୃତ ଦେହ । କେହି ଜାଣିଶୁଣି ନବଜାତ ଶିଶୁପୁତ୍ରକୁ ଫିଙ୍ଗି ପଳାଇଥିବା ଅନୁମାନ କରାଯାଉଛି। … Read More

ଗଜପତିଙ୍କୁ ଭେଟି ରଥ ଖଳା ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିଛନ୍ତି। ଏହାବ୍ୟତୀତ ସ୍ନାନ ପୂର୍ଣ୍ଣିମାର ପବିତ୍ର ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ମଧ୍ୟ କରିଛନ୍ତି। ସ୍ନାନ ମଣ୍ଡପରେ … Read More

ମେଡିକାଲରେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ସିକ୍ୟୁରିଟି ଗାର୍ଡ କୁ ଆକ୍ରମଣ । ଏହି ଆକ୍ରମଣରେ ମହିଳା ସିକ୍ୟୁରିଟି ଗାର୍ଡ ଆହତ ।  ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ।  ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ … Read More

ଜୁଲାଇ ୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ରିଚେକିଂ

ଭୁବନେଶ୍ୱର: ଜୁଲାଇ ୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ରିଚେକିଂ। ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ବୃଦ୍ଧି କଲେ CHSE କର୍ତ୍ତୃପକ୍ଷ। ୩୦ ତାରିଖରେ ଶେଷ ହେଉଥିବା ସମୟ ଅବଧି ଜୁଲାଇ ୪କୁ ବଢ଼ିଲା। ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ … Read More

ଚାଷୀଙ୍କୁ ସଠିକ ସମୟରେ ସାର ଉପଲବ୍ଧ କରାଇବାକୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ଵର: ଏଣିକି ଚାଷୀମାନଙ୍କୁ ସଠିକ୍ ସମୟରେ ମିଳିବ ସାର । ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନେଲେ ବଡ ପଦକ୍ଷେପ । ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ … Read More

ସ୍ନାନ ବେଦୀରେ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦୀରେ ସ୍ନାନ ପରେ ସୋମବାର ସନ୍ଧ୍ୟାରେ ପୁରୀରେ ଶ୍ରୀଜୀଉ ମାନେ ଏକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କୁ ହାତୀ ବେଶ କିମ୍ବା ଗଜାନନ … Read More

ବାପା-ଭଉଣୀ ଆଗରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ବିଭତ୍ସ ହତ୍ୟା କାଣ୍ଡ । ଖଣ୍ଡଗିରି ଥାନା ଠାରୁ ମାତ୍ର କିଛି ଦୂର କୋଳଥିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୁତ୍ତମାନେ । ମୃତ ଯୁବକ ହେଲେ କୃଷ୍ଣଚନ୍ଦ୍ର ପାଢ଼ୀ … Read More

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ମୟୂରଭଞ୍ଜ: ଶିକ୍ଷକଙ୍କ ପାଇଁ ଚାଲି ଚାଲି ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ କଲେ ଗୁହାରି। ଡହଡହ ଖରାରେ ଛାତ୍ରଛାତ୍ରୀ ଦୁଇ କିଲୋମିଟର ଚାଲିଚାଲି ଆସି ‘ଆମକୁ ମାଷ୍ଟର୍ ଦିଅ’ କହି ଜଣାଇଲେ ଗୁହାରି। ଶିକ୍ଷକ ନିଯୁକ୍ତିକୁ ନେଇ କଲେ ଦାବି। ମୟୂରଭଞ୍ଜ … Read More