ଏନକାଉଣ୍ଟର : ପୋଲିସର ପାଲଟା ଗୁଳିରେ ଦୁଇ ଅପରାଧୀ ଆହତ
ରାଉରକେଲା: ପୁଣି ଡବଲ ଏନକାଉଣ୍ଟର । ସକାଳୁ ସକାଳୁ ରାଉରକେଲା ପୋଲିସର ଡବଲ ଏନକାଉଣ୍ଟର । ରାଉରକେଲା ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତଙ୍କୁ ପୋଲିସର ଏନକାଉଣ୍ଟର । ଝିରପାଣି ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର … Read More
