ଓପିଏସସି ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ, ବୟସ ବଢ଼ିଲା ମାତ୍ର ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ନାହିଁ

ଭୁବନେଶ୍ୱର : ଓପିଏସସି ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ।  ବୟସ ବଢ଼ାଇଲେ କିନ୍ତୁ ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ନାହିଁ  l   ଏହାକୁ ନେଇ ଓପିଏସସି ଆଶାୟୀ ପରୀକ୍ଷାର୍ଥୀମାନେ କ୍ଷୋଭ ପ୍ରକାଶ କରିଛନ୍ତି  l  ଏହି ନିୟମ ଅନୁଯାୟୀ ରାଜ୍ୟର ପ୍ରାୟ ୪୦ହଜାରରୁ … Read More

୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ, ଘରେ ବଙ୍କର କରି ଲୁଚି ରହିଥିଲା

ଯାଜପୁର  : ୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ ।  ପୋଲିସକୁ ଚକମା ଦେଇ ଘରେ ବଙ୍କର କରି ଲୁଚି ରହିଥିଲା ।  ଯାଜପୁର ଜିଲ୍ଲା କୁଆଖିଆ ଥାନା ନୂଆହାଟ ଗାଁରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ୧୯୯୪ ମସିହାର ଏକ ହତ୍ୟାକାଣ୍ଡର … Read More

ପ୍ରଧାନମନ୍ତ୍ରୀଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମିଳିଲା କି ଗ୍ରୀନ୍ ସିଗନାଲ  ?  କାଲି ପିଏମ, ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଭେଟଘାଟ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବଢିଲା … Read More

ଆତଙ୍କବାଦୀ ଲିଙ୍କ ମାମଲା: ଅବଦୁର ରହମାନ ନିର୍ଦ୍ଦୋଷରେ ଖଲାସ

କଟକ : ବହୁ ଚର୍ଚ୍ଚିତ ଅଲକାଏଦା ଆତଙ୍କବାଦୀ ଲିଙ୍କ ଘଟଣାରେ ୨୦୧୫ ମସିହାରେ ଗିରଫ ହୋଇଥିବା ଅବଦୁର ରହମାନଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ । କଟକ ଜିଲ୍ଲା ଦୌରା ଜଜ କୋର୍ଟ ଅବଦୁର ରହମାନ ମାମଲାର ୭୪ ପୃଷ୍ଠାର ରାୟ … Read More

୧୨ ବର୍ଷ ସେବା ପରେ ଚାକିରିରୁ ଛଟେଇ, ଜିଲ୍ଲାପାଳଙ୍କୁ ଗୁହାରି କଲେ ଯୁବତୀ

କୋରାପୁଟ: ୧୨ ବର୍ଷ ସେବା କରିବା ପରେ ଚାକିରିରୁ ଛଟେଇ । ଅଭିଯୋଗ ଶିବିରରେ ଭାଙ୍ଗିପଡ଼ିଲେ ଅନାଥ ଯୁବତୀ । ସଙ୍ଗିତା କୁମାରୀ ମୁଦୁଲିଙ୍କ ଆଖିରୁ ଲୁହ ଶୁଖୁନି । ଯୁବତୀ ଜଣକ ଅଭିଯୋଗ ଶିବିରରେ କାନ୍ଦି କାନ୍ଦି ନ୍ୟାୟ ପାଇଁ ଗୁହାରି … Read More

ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କଲେ ବଲାଙ୍ଗିର DFO ଅଜିତ ବିଶି । ଏହାସହ ବିଦ୍ୟୁତ ବିଭାଗର ଯନ୍ତ୍ରୀ ମହମ୍ମଦ ଯୁନେଦ, … Read More

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲାରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଘଟିଛି। ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ନୂଆଗାଁ ଗ୍ରାମର ରାମଚନ୍ଦ୍ର ଦେହୁରୀଙ୍କ ଶ୍ରମଜୀବୀ ପୁଅ ବୁଦ୍ଧୁ ଦେହୁରୀ(୩୫) ପ୍ରାଣ ହରାଇଛନ୍ତି। ସେ ଗତକାଲି କାମକୁ ଯାଇ ଅପରାହ୍ନ … Read More

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଏକ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ତିନିଜଣ ବ୍ୟକ୍ତି ଉକ୍ତ ନାବାଳିକାଙ୍କୁ ନେଇ ଏକ ନଦୀ ପଠାରେ ଦୁଷ୍କର୍ମ କରିଥବା ଜଣାଯାଇଛି। ଗତକାଲିର ଏହି ଘଟଣା ନେଇ ଆଜି ଉକ୍ତ … Read More

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର, ପୁଲିସ ଗୁଳିରେ ଦୁଇ ଅପରାଧୀ ଆହତ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଜିଲାରେ ପୁଣି ଏନକାଉଣ୍ଟର ହୋଇଛି। ଏଥର ପୁଲିସ ଗୁଳିରେ ୨ ଜଣ ପୁରୁଣା ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲା ବରଗଡ଼ ଥାନା ନଉଗାଁର ରଞ୍ଜନ ମଲ୍ଲିକ(୨୭) ଓ ହିଞ୍ଜିଳିକାଟୁ ଥାନା ସିକିରୀ … Read More

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି: ଶ୍ବାସରୁଦ୍ଧ ହୋଇ ୬ ମୃତ । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଅଘଟଣ ଘଟିଛି । ସେଣ୍ଟ୍ରିଂ ବେଳେ ଶ୍ବାସରୁଦ୍ଧ ହୋଇ ଜୀବନ … Read More