ରଙ୍ଗମଞ୍ଚରେ ଠେଙ୍ଗା ପଥର ମାଡ଼: ଦଳାଚକଟାରେ ଏକାଧିକ ଆହତ, ଜଣେ ଗୁରୁତର
ପିପିଲି: ରଣକ୍ଷେତ୍ର ପାଲଟିଲା ରଙ୍ଗମଞ୍ଚ । ବୁଲିଲା ଠେଙ୍ଗା, ପଥର ମାଡ଼ । ଭୟଙ୍କର ପରିବେସ ସ୍ରୁଷ୍ଟି ହୋଇଥିଲା ରଙ୍ଗମଞ୍ଚରେ । ଏତେମାତ୍ରାରେ ମାଡ଼ଗୋଳ ହୋଇଥିଲା ଯେ, ଲୋକମାନେ କ୍ଷତବିକ୍ଷତ ହେବା ସହ ଗୁରୁତିର ଆହତ ମଧ୍ୟ ହୋଇଛନ୍ତି । ପୁରୀ ଜ଼ିଲ୍ଲା … Read More
