ପିକଅପ୍ ଭ୍ଯାନ ସହ ବାଇକ୍ ଧକ୍କା:, ୩ ମୃତ

ଟିଟିଲାଗଡ଼ :  ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ୩ ମୃତ । ଟିଟିଲାଗଡ଼ ଥାନା ଲେସୁନବାହାଲି ଗାଁରେ ପିକଅପ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା। ଆଜି ମଧ୍ୟାହ୍ନରେ ଏକ ବିବାହ ଭୋଜି ପାଇଁ ପାଣି ପାଉଚ ନେବାପାଇଁ କିଛି ଯୁବକ ସହ ଛୋଟ … Read More

ବଦଳିଲା ପାଗ, ମେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଜଳୁଛି ପଶ୍ଚିମ, ଉପକୂଳରେ ଆଶ୍ବସ୍ତି । ତାତିରେ ଲାଗିବ ବ୍ରେକ୍ । ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । କାଳବୈଶାଖୀ ଆଣିବ ଆଶ୍ବସ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ … Read More

ଓଡ଼ିଶା ପ୍ରଦେଶ ଗଠନ ନେଇ ମଧୁବାବୁଙ୍କ ଅବଦାନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ । ଏହି ଅବସରକୁ ବହୁ ଆଡମ୍ବରରେ ପାଳନ କରୁଛନ୍ତି ରାଜ୍ୟ ସରକାର । ଆଜି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ … Read More

ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର : ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର । ଆଗକୁ ଗ୍ରୀଷ୍ମ ପ୍ରଭାବ ବଢିବ। ଏହାକୁ ଦୃଷ୍ଟିରେ ରଖି ସରକାର ହିଟୱେଭ୍ ସେଣ୍ଟର ଖୋଲିଵାକୁ ଚିନ୍ତା କରୁଛନ୍ତି ।  ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ଏହା ଖୋଲାଯିବ। ଏହାଦ୍ବାରା … Read More

ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ଗଳା କାଟି ହତ୍ୟା

ଜୟପୁର : ବୃଦ୍ଧଙ୍କ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଜୟପୁର ଫାଂପୁଣି ନିକଟରେ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି SDPO … Read More

ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା, ମାଆ ଗୁରୁତର

ବଣାଇ : ପୁଅର ନୃଶଂସ କାଣ୍ଡ । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ମା’କୁ ହତ୍ୟା ଉଦ୍ୟମବେଳେ ଅଟକାଇବାରୁ ବାପାକୁ ହତ୍ୟା । ସୁନ୍ଦରଗଡ଼ କୋଇଡ଼ା ଥାନା ପାଟମୁଣ୍ଡା କଦମଡିହି ଗାଁରେ ଚାଞ୍ଚଲ୍ୟ । ମୃତକ ହେଲେ … Read More

୪୨୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ, ବିନା ବିଦ୍ୟୁତ୍ କାଟ୍‌ରେ ହେବ ମରାମତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ … Read More

ଆନ୍ଧ୍ରକୁ ଚାଲାଣ ବେଳେ ୧୪ ଶିଶୁ ଉଦ୍ଧାର, ସମର କୋର୍ସ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ ?

ମାଲକାନଗିରି: ସମର କୋର୍ସ ଓ ସୁଟିଂ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ? ମାଲକାନଗିରି ଜିଲ୍ଲାରେ ଏକ ବସ୍ ରୁ ଚାଇଲ୍ଡଲାଇନ୍ ଅଧିକାରୀଙ୍କ ସହ ପୋଲିସ ୧୪ ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା … Read More

ପଞ୍ଚାୟତ ନିର୍ବାଚନରେ ଏକା ଲଢିବ କଂଗ୍ରେସ, ହେବନି କୌଣସି ମେଣ୍ଟ

ଭୁବନେଶ୍ୱର: ୟୁ ଟର୍ଣ୍ଣ ମାରିଲା କି କଂଗ୍ରେସ? ପଞ୍ଚାୟତ ନିର୍ବାଚନରେ ହେବନି କୌଣସି ମେଣ୍ଟ। ଓଡ଼ିଶାରେ ପରବର୍ତ୍ତୀ ପଞ୍ଚାୟତ ନିର୍ବାଚନ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆସନ ସଂରକ୍ଷଣ (Reservation) ପ୍ରକ୍ରିୟା … Read More

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍, ୨୦ରୁ ଅଧିକ ଆହତ

ନୟାଗଡ : ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍ । ୨୦ରୁ ଅଧିକ ଆହତ ହୋଇଛନ୍ତି । ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗାଡିଟି ରାକମାରୁ ନୟାଗଡ଼ ଆସୁଥିଲା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବେବୀ ନାମକ … Read More