ଟାୟାର କାରଖାନାରେ ଅଗ୍ନିକାଣ୍ଡ

ରାଜଗାଙ୍ଗପୁର : ପଦା ଜାମପାଲି ୧୦ ନମ୍ବର ରାଜପଥ ନିକଟସ୍ଥ ଏକ ଟାୟାର କାରଖାନାରେ ଆଜି ସକାଳ ପ୍ରାୟ ୭. ୩୦ ମିନିଟ ପାଖାପାଖି ହଠାତ ନିଆଁ ଲାଗିଯିବାରୁ କାରଖାନାରେ ମହଜୁତ ସମସ୍ତ ପୁରୁଣା ଟାୟାର ଜଳିଯାଇଛି। ସୂଚନା ପାଇ ରାଜଗାଙ୍ଗପୁର, … Read More

ଜେଏସଡବ୍ଲ୍ୟୁ ପ୍ରକଳ୍ପରେ ଭୂତଳ ଜଳ ଉତ୍ତୋଳନ ନେଇ କମ୍ପାନୀକୁ ଏନଜିଟିର ନୋଟିସ

କୁଜଙ୍ଗ: ଅଭୟ ଚାନ୍ଦପୁର ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ନିର୍ମାଣଧୀନ ଜେଏସଡବ୍ଲ୍ୟୁ ପ୍ରକଳ୍ପରେ ଭୂତଳ ଜଳ ଉତ୍ତୋଳନ ନେଇ ଏନଜିଟି ଛାଟ ଲାଗିଛି। କଲକାତା ସ୍ଥିତ ଏନଜିଟି ପୂର୍ବ ମଣ୍ଡଳ ବେଞ୍ଚର ବିଚାରପତି ଅରୁଣ କୁମାର ତ୍ୟାଗୀ ଓ ଈଶ୍ବର ସିଂହ ଭୂତଳ … Read More

ଗଜପତି ମହାରାଜାଙ୍କ ବାରମ୍ବାର ଚିଠି ସତ୍ତ୍ବେ ହଷ୍ଟନରେ ଅଦିନିଆ ରଥଯାତ୍ରା କଲା ଇସ୍କନ

ପୁରୀ  : ପୁଣି ଅମାନିଆ ଇସ୍କନ ।  ଅଦିନରେ ରଥଯାତ୍ରା କଲା ଆୟୋଜନ ।  ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଚିଠି ଲେଖିବା ସତ୍ତ୍ବେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ ।  ଗତ ଏପ୍ରିଲ ୧୧ ତାରିଖରେ ଆମେରିକାର … Read More

ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା ।  ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ରୁମମେଣ୍ଟ ନଥିବାର ସୁଯୋଗ ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ ।  ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ାରେ ଘଟିଛି ଘଟଣା ।  ପୀଡ଼ିତାଙ୍କ ଘର ଛତିଶଗଡ଼ ବିଳାସପୁର ଅଞ୍ଚଳର ଥିବା ସୂଚନା ।  … Read More

ଭୁଲ୍ ଇଞ୍ଜେକସନ ନେଲା ନାବାଳକର ଜୀବନ ! ଡାକ୍ତରଖାନାରେ ଭଙ୍ଗାରୁଜା

ବାସୁଦେବପୁର :  ଭୁଲ୍  ଇଂଜକସନରେ ନାବାଳକଙ୍କ ମୃତ୍ୟୁ  ଅଭିଯୋଗ । ଭଦ୍ରଜ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ମେଳାକସାହିର ଏଭଳି ଘଟଣା ଦେଖିବାକୁ ମିଳିଛି ।  ଏହି ସାହିର ଦେବକାନ୍ତ ବାରିକଙ୍କ ୧୫ ବର୍ଷର ପୁଅ ରକି  ବାଡ଼ିରେ ଖେଲୁଥିବା ସମୟରେ ଗୋଡ଼ … Read More

ରାଇସ ମିଲରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାମାଳ : ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ  । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନୁଆଁପାଲି ନବକିରଣ ରାଇସ ମିଲରେ ଅଘଟଣ । ମିଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମନମୁଣ୍ଡା ଥାନା ସିନ୍ଦୁରପୁର … Read More

ଆମ୍ବ ଗୋଟାଇବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ବୃଦ୍ଧାଙ୍କ ଜୀବନ

ଢ଼େଙ୍କାନାଳ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ। ହାତୀ ଆକ୍ରମଣରେ ବୃଦ୍ଧା ମୃତ। ଢେଙ୍କାନାଳ ସଦର ରେଞ୍ଜ ସଂସାଇଲ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଗୀତାଞ୍ଜଳି ସାହୁ । ଆଜି ସକାଳେ ସେ ତୋଟାକୁ ଯାଇ … Read More

ଶାଶୁଘର ପଛପଟୁ ବୋହୂର ମୃତଦେହ ଉଦ୍ଧାର

ମହାକାଳପଡ଼ା: ଶାଶୁଘର ପଛପଟେ ବୋହୂର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବେଣାକନ୍ଧା ଗାଁରେ ନିଜ ଶାଶୁଘର ପଛପଟ ବିଲରେ ବୋହୁର ଅର୍ଦ୍ଧଦଗ୍ଧ ମୃତ ଦେହ ପଡ଼ିଛି । ମୃତକ ହେଲେ ବିଶ୍ୱଜିତ … Read More

୩ ରଥର ଅଖ ନିର୍ମାଣ ଲାଗି କନ୍ଧମାଳରୁ ପୁରୀ ଗଲା କାଠ

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କନ୍ଧମାଳରୁ ପୁରୀ ଗଲା ରଥକାଠ । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳରୁ ରଥଯାତ୍ରା ପାଇଁ କାଠ ଯାଇଛି । ଏହି କାଠ ୩ ରଥର ଅଖ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯିବ । କୋଟଗଡ଼ … Read More

ବାହାଘର ପ୍ରୋଶେସନ ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ପୋଲସରା: ବଡ଼ ଭାଇର ବାହାଘରରେ ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାନଭାଇକୁ ବରବେଶରେ ଜଗିରହିଛି ବଡ଼ଭାଇ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗାଁରେ । ବାହାଘର … Read More