ଚାରଧାମ ଯାତ୍ରା ଆରମ୍ଭ, ଖୋଲିଲା ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ କପାଟ

ଉତ୍ତରାଖଣ୍ଡ ; ଉତ୍ତରାଖଣ୍ଡର ପବିତ୍ର ଚାରଧାମ ଯାତ୍ରା ୨୦୨୬ ଆଜିଠାରୁ ବିଧିବଧ ଭାବେ ଆରମ୍ଭ ହୋଇଛି । ଆଜି ପ୍ରଥମେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହାସହିତ ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଏବଂ ଭକ୍ତି ସହିତ … Read More

ସୁନା ଦର ଆକାଶ ଛୁଆଁ, ତଥାପି କମୁନି ଚାହିଦା

ଭୁବନେଶ୍ବର: ଆକାଶ ଛୁଆଁ ସୁନା ଦର, ତଥାପି ବଢୁଛି ଚାହିଦା!  ।  ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ।  ସୁନା କିଣିବା ଓ ଶୁଭ କାର୍ଯ୍ୟ ପାଇଁ ସବୁଠାରୁ ବଡ଼ ଦିନ ।  ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ … Read More

ବିରୋଧୀଙ୍କୁ ନାରୀ ଶକ୍ତି ଦେବେ କଡା ଜବାବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି । ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆଜିର ଦିନରେ ନାରୀ ସବୁ କ୍ଷେତ୍ରରେ … Read More

ଦନ୍ତା ଆକ୍ରମଣରେ ମହିଳା ମୃତ

ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳର କୁଣ୍ଢେଇଗୋଳା ସେକ୍ସନରେ ଥମୁନି ହାତୀ ଉପଦ୍ରବ । ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।  ମୃତ ମହିଳା କୁଣ୍ଢେଇଗୋଳା ସେକ୍ସନ ଆଉଁଳି କୁଡା ସାହିର କମାର ପ୍ରଧାନଙ୍କ ସ୍ତ୍ରୀ ପାତି … Read More

ଖୋର୍ଦ୍ଧା ଓ ଦେବଗଡ଼ ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି । ଅସହ୍ୟ ଖରାକୁ ଦେଖି ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ । … Read More

୨ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ

ଭୁବନେଶ୍ବର: ୨ କୋଟି ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଅପହରଣ । ଗୋପାଳପୁର ଥାନା ସତ୍ୟନାରାୟଣପୁର ଗାଁରୁ ଆସିଛି ଏପରି ଅଭିଯୋଗ । ଗାଁର ସୁଧୀର ପାତ୍ରଙ୍କୁ ଗତ ଚାରିଦିନ ହେବ ନିଖୋଜ ଅଛନ୍ତି । ଏହା ମଧ୍ୟରେ ଅପହରଣକାରୀ ୨କୋଟି ଟଙ୍କା ମାଗିଥିବା … Read More

ଗାଁରେ ପଶି ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇ ନେଲା ଦନ୍ତା

ଦେବଗଡ଼: ଗାଁରେ ଦନ୍ତାର ଉପଦ୍ରବ । ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ସଙ୍ଗାପସି ଗାଁରେ ଦୀର୍ଘ ସମୟ ଧରି ଦନ୍ତାହାତୀର ଉପଦ୍ରବ । ଘର ଭାଙ୍ଗିବା ସହିତ ଚାଉଳ ବସ୍ତା ଉଠାଇ ନେଇଛି । … Read More

ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣା: ୭ ଜଣଙ୍କୁ ବାନ୍ଧିଲା ପୁଲିସ

ଯାଜପୁର ରୋଡ଼: ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ୭ ଗିରଫ । ୬ ଟ୍ରାକ୍ଟର ସହ ଜେସିବି ମେସିନ ଜବତ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ ମାଟି … Read More

ଅପହରଣ ପରେ ସମ୍ପର୍କୀୟ ଭାଇକୁ ହତ୍ୟା

ପୋଲସରା: ସମ୍ପର୍କୀୟ ଭାଇ ସାଜିଲା ହତ୍ୟାକାରୀ । ଅପହରଣ ପରେ ଭାଇକୁ ହତ୍ୟା କଲା ଭାଇ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳ ତେନ୍ତୁଳିଆ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାଜଦୀପ ସାହୁ । ଗତ ଗୁରୁବାରଠୁ ସେ … Read More

ବ୍ରହ୍ମପୁର ଷ୍ଟେସନରୁ ସଂଖ୍ୟାଲଘୁ ସଂପ୍ରଦାୟର ୩୪ ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ

ଭୁବନେଶ୍ବର: ବ୍ରହ୍ମପୁର ଷ୍ଟେସନରୁ ୩୪ ଛାତ୍ର ଉଦ୍ଧାର। ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରୁ ୩୪ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଙ୍କୁ ଉଦ୍ଧାର କଲା ଆରପିଏଫ । ୩୪ ଜଣ ଛାତ୍ର ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ହୋଇଥିବା ସୂଚନା।  ଛାତ୍ର ମାନେ ପଶ୍ଚିମବଙ୍ଗରୁ ହାଇଦ୍ରାବାଦ … Read More