ଡିଏମ୍କେ ପାଇଁ ପ୍ରଚାର କରିବେ ଅରବିନ୍ଦ କେଜରିୱାଲ
ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଆବାହକ ଅରବିନ୍ଦ କେଜରିୱାଲ ଡିଏମକେ ପାଇଁ ପ୍ରଚାର କରିବେ। ଏଥିପାଇଁ କେଜରିୱାଲ ଏପ୍ରିଲ ୨୦ ଓ ୨୧ରେ ତାମିଲନାଡୁ ଗସ୍ତ କରିବେ। ସେ ଡିଏମ୍କେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକେ … Read More
