ମହିଳାଙ୍କୁ ଦଳି ମାରି ଦେଲା ହାତୀ

 ହିନ୍ଦୋଳ: ହାତୀ ଆକ୍ରମଣରେ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ NAC ଅଞ୍ଚଳ ୫ ନମ୍ବର ୱାର୍ଡ ଧୂଣ୍ଡିନଳୀ ଗ୍ରାମର ଜୟନ୍ତୀ ସାହୁ … Read More

କାକବନ୍ଧ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା: ପୋଲିସ-ଜନତା ମୁହାଁମୁହିଁ, ଆଇଆଇସିଙ୍କ ସମେତ ୨୦ ପୋଲିସ କର୍ମଚାରୀ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର କାକବନ୍ଧ ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ-ଜନତା ମୁହାଁମୁହିଁ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠି ଚାଳନା। ବିକ୍ଷୋଭ କାରୀଙ୍କ ଢେଲା ମାଡରେ ରାସଗୋବିନ୍ଦପୁର ଆଇଆଇସିଙ୍କ ସମେତ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। … Read More