ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ, ୧୦୭ ଧାରାରେ ନୋଟିସ୍ ଜାରି

ସମ୍ବଲପୁର: କାଲି ହନୁମାନ ଜୟନ୍ତୀ ପାଇଁ ପୋଲିସ ଛାଉଣୀରେ ସମ୍ବଲପୁର । ଶାନ୍ତିଭଙ୍ଗ ଆଶଙ୍କାରେ ସହରର ବିଭିନ୍ନ ଥାନା ପକ୍ଷରୁ ୧୦୭ ଧାରାରେ ଏକାଧିକ ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି । ସୁରକ୍ଷା ପାଇଁ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୩ … Read More

ଫାର୍ମ ହାଉସରୁ ୭ କୋଟି ଟଙ୍କାର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର : ଫାର୍ମ ହାଉସରେ ରେଡ । ବିପୁଳ ପରିମାଣର ଗଞ୍ଜେଇ ଜବତ ।  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧନସ୍ଥ ଗୁଜା ସୁଲିଆ ଜଙ୍ଗଲରେ ଥିବା ଏକ ଫାର୍ମ ହାଉସରେ ରେଡ କରିଛି ଉଲୁଣ୍ଡା ପୋଲିସ  ।  ରେଡ ବେଳେ ବିପୁଳ … Read More

ଛେନାପୋଡ଼କୁ ମିଳିବ GI ଟ୍ୟାଗ୍ !

ଭୁବନେଶ୍ୱର: ଛେନପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ ।  ଖୁବ ଶୀଘ୍ର ମିଳିବ ଭୌଗୋଳିକ ସୂଚକ, GI ଟ୍ୟାଗ୍ । ଏ ନେଇ ପଥ ପରିସ୍କାର ହୋଇଛି । ଛେନାପୋଡ଼ … Read More

ତିନି ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାରେ ସାତମାଇଲ ଠାରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ରାସ୍ତାରୋକ। ଗାଡ଼ି ମୋଟର ଚଳାଚଳ ବନ୍ଦ । ହିନ୍ଦୋଳ ବ୍ଲକ ପାଟଲା ଗ୍ରାମର ତିନି ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ। ସାତମାଇଲ ଠାରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ଚାରିଟା ଦାବି ନେଇ ଆନ୍ଦୋଳନ କରୁଛନ୍ତି … Read More

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ, ସ୍ତ୍ରୀ ସମେତ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର : ସ୍ତ୍ରୀ ରଚିଥିଲା ସ୍ବାମୀ ହତ୍ୟାର ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ । ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ … Read More

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ, ଗୁମର ଖୋଲିଲା ପୁଅ

ଉମରକୋଟ : ବାପା କରିଥିଲା ହତ୍ୟା । ମାଆ ମର୍ଡରର ଗୁମର ଖୋଲିଲା ୪ ବର୍ଷ ପୁଅ । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବରଗାଁରେ … Read More

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା, ଆହୁରି ୬ ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ବର: କଲବଲ କରୁଛି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି । ଆସନ୍ତା ୧୭ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ … Read More

ଦୁଇ ଦିନିଆ ‘ରାଜଧାନୀ ମହୋତ୍ସବ’, ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର

ଭୁବନେଶ୍ବର: ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ ଦିନିଆ … Read More

ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍: ଡ୍ରାଇଭର ମୃତ, ୧୫ ଆହତ

ଯାଜପୁର ରୋଡ଼: ରଙ୍ଗରୁଟ୍ ହେଲା କାଳ। ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍। ଦୁର୍ଘଟଣାରେ ଡ୍ରାଇଭର ମୃତ, ୧୫ ଆହତ। ଯାଜପୁର ରୋଡ କୋରେଇ ଥାନା ଔପଦା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତି ପ୍ରାୟ ୧୧ଟା … Read More

ଦୁଇ ବାଇକ୍ ମୁହାଁମୁହିଁ, ୨ ମୃତ

ସୋରଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦୁଇ ମୃତ । ସୋରଡା ଥାନା ପୋଡାଖାରୀ ଗାଁ ନିକଟରେ ସଡ଼କ ଦୁର୍ଘଟଣା ।  ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।  ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ … Read More