୮ ବିଧାୟକଙ୍କ ସଭ୍ୟପଦ ରବ୍ଦ ପାଇଁ ପିଟିସନ, ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ

ଭୁବନେଶ୍ୱର : ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପିଟିସନ। ଦଳ ବିରୋଧୀ କାର୍ଯ୍ୟ କରିଥିବା ସସପେଣ୍ଡ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି … Read More

ପଶ୍ଚିମବଙ୍ଗ ବାଗଦା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଶାଳ ରୋଡ୍ ସୋ’

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋହନ ମାଝୀଙ୍କ ଜୋରଦାର ପ୍ରଚାର । ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ଏବଂ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସେ ଏହି ମାରାଥନ … Read More

ଆଗେଇ ଚାଲିଛି ରଥ କାମ, ୩ ରଥ ପାଇଁ ୪୨ଟି ତୁମ୍ଭ ପ୍ରସ୍ତୁତ

ପୁରୀ : ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ନିର୍ମାଣ ପ୍ରକ୍ରିୟାରେ ନନ୍ଦିଘୋଷ ପାଇଁ ୧୬ଟି, ତାଳଧ୍ୱଜ ପାଇଁ ୧୪ଟି ଓ ଦେବୀଦଳନ ପାଇଁ ୧୨ଟି, ସମୁଦାୟ ୪୨ଟି ତୁମ୍ଭ ପ୍ରସ୍ତୁତ ହୋଇଛି। ଅକ୍ଷୟ ତୃତୀୟାରେ ଆଜ୍ଞାମାଳ ବିଜେ ପରେ … Read More

ବିଲରୁ ଗଳିତ ମୃତଦେହ ଉଦ୍ଧାର, ଶହେ ମିଟର ଘୋଷାରି ଆଣିଲା କୁକୁର

ଉଦଳା: ବିଲ ଭିତରୁ ମିଳିଲା ଗଳିତ ମୃତଦେହ । ମୃତଦେହକୁ ଶହେ ମିଟର ଘୋଷାରି ଆଣିଲା କୁକୁର। ଉଦଳା ଥାନା ସିଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ସିଆଳିଆ ବିଦ୍ୟାଳୟ ନିକଟରେ ଥିବା ଵିଲ ଭିତରେ ଏକ ଗଳିତ ମୃତଦେହ ପଡ଼ିଥିବା … Read More

ଦାଦନ ଖଟିବାକୁ ଗଲା ବେଳେ ୧୫ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ଦାଦନ ଖଟିବାକୁ ଗଲା ବେଳେ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ୧୫ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ। ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଚାଲାଣ ହେଉଥିଲେ । ଏଥିରେ ୧୫ଜଣ ନାବାଳକ ଓ ନାବାଳିକା ଆନ୍ଧ୍ର ପ୍ରଦେଶକୁ … Read More

ଆଜିଠୁ କାଳବୈଶାଖୀ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଜିଠୁ କାଳବୈଶାଖୀ, ତାତିରୁ ମିଳିବ ଆଶ୍ୱସ୍ତି । ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଓଡ଼ିଶା ଆକାଶରେ ଏକ ‘ଟ୍ରପ୍ ଲାଇନ୍’ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ … Read More

ଟିଏମସି ପାଇଁ ପ୍ରଚାର କଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ଆପ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ପଶ୍ଚିମବଙ୍ଗର ବାଲିଗଞ୍ଜରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ବିଧାନସଭାରେ ନିର୍ବାଚନ ସମୟରେ ସୁରକ୍ଷା ବାହିନୀ ମୁତୟନ ଉପରେ ପ୍ରଶ୍ନ ଉଠାଇ ଏହାକୁ … Read More

ପଞ୍ଜାବ ସରକାରଙ୍କ ସୁରକ୍ଷା ପ୍ରତ୍ୟାହାର ପରେ ହରଭଜନଙ୍କୁ ସିଆରପିଏଫ୍ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରଣାଳୟ ପୂର୍ବତନ କ୍ରିକେଟର ଓ ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାରଙ୍କ ଦ୍ବାରା ସୁରକ୍ଷା ପ୍ରତ୍ୟାହାର କରାଯିବାର କିଛି ଘଣ୍ଟା ପରେ କେନ୍ଦ୍ର ସରକାର ହରଭଜନ ସିଂହଙ୍କୁ ସିଆରପିଏଫ୍ ସୁରକ୍ଷା … Read More

ବାଇକକୁ ୫ କିମି ଘୋଷାଡ଼ି ନେଲା ବସ୍, ୩ ସାଙ୍ଗ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ଗୋପାଳପୁରା ଷ୍ଟେଟ ହାଇଓେ୍ବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଦ୍ରୁତଗାମୀ ବସ୍ ବାଇକରେ ଥିବା ୪ ସାଙ୍ଗକୁ ଚାପି ଦେଇଥିଲା । ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଥିଲା … Read More

ବିଜେପିରେ ମିଶିଲା ପରେ ହରଭଜନ ସିଂଙ୍କ Z+ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର

ପଞ୍ଜାବ : ଆମ୍ ଆଦମୀ ପାର୍ଟି ଛାଡିବା ପରେ ରାଜ୍ୟସଭା ସାଂସଦ ହରଭଜନ ସିଂଙ୍କୁ ବଡ଼ ଝଟକା ଦେଇଛନ୍ତି ପଞ୍ଜାବ ସରକାର । ପଞ୍ଜାବ ସରକାର ହରଭଜନ ସିଂଙ୍କ Z+ ସୁରକ୍ଷାକୁ ହଟାଇ ଦେଇଛନ୍ତି । ହରଭଜନ ସିଂଙ୍କ ପିଏକୁ ତାଙ୍କ ସୁରକ୍ଷା … Read More