ସାଇବର ଠକେଇର ଶିକାର ହେଲେ ବିଚାରପତି, ଲୁଟିନେଲେ ୯୩ ହଜାର…
ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ବାଇରେ ସାଇବର ଠକମାନେ ଏକ ଆଶ୍ଚର୍ଯ୍ୟଜନକ ଅପରାଧ କରିଛନ୍ତି। ଏଥର ସେମାନଙ୍କର ଟାର୍ଗେଟ ଜଣେ ସାଧାରଣ ନାଗରିକ ନଥିଲେ, ବରଂ ନ୍ୟାୟପାଳିକା ସହିତ ଜଡିତ ଜଣେ ବିଚାରପତି ଥିଲେ। ଠକମାନେ … Read More
