ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ

ଆମେରିକା : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ । ଘଟଣାରେ ସୁରକ୍ଷାକର୍ମୀ ଜଣେ ସନ୍ଦିଗ୍ଧକୁ ଗିରଫ କରିଛନ୍ତି । ଆକ୍ରମଣ ଫଳରେ ଉପରାଷ୍ଟ୍ରପତିଙ୍କ ଘରର ଝରକା ସବୁ ଭାଙ୍ଗିଯାଇଥିବା ଭିଡିଓରେ ନଜର ଆସିଛି । ଆକ୍ରମଣ ପରେ ୟୁଏସ୍ … Read More

ଆଜିଠୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ; ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିବା ସହ ଗୃହରେ ପ୍ରବଳ ହଙ୍ଗାମା କରିଥିଲେ। ହଙ୍ଗାମା ଏତେ ତୀବ୍ର ହୋଇଥିଲା ଯେ ବାଚସ୍ପତିଙ୍କୁ ଆପର … Read More

ଭାରତକୁ ପୁଣି ଟାରିଫ୍ ଭୟ ଦେଖାଇଲେ ଟ୍ରମ୍ପ

ନୂଆଦିଲ୍ଲୀ : ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ସମ୍ପର୍କରେ ଏକ କଡ଼ା ବୟାନ ଦେଇଛନ୍ତି। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ କିନ୍ତୁ … Read More

ଏଣିକି ସଫେଇ ପାଇଁ ଉପଭୋକ୍ତାଙ୍କଠାରୁ ଦେୟ ଆଦାୟ କରିବ ବିଏମସି

ଭୁବନେଶ୍ବର: ଏଣିକି ଉପଭୋକ୍ତା ମାନଙ୍କ ପାଖରୁ ଅଳିଆ ସଫେଇ ପାଇଁ ଦେୟ ଆଦାୟ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ନୂଆ ତାଲିକା ମଧ୍ୟ ଜାରି କରିଛି ବିଏମସି । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଘର,ସପିଂ ମଲ,ହାଟ,ହୋଟେଲ,କ୍ୟାଫେ ଆଦିରୁ … Read More

ମୁଖ୍ୟମନ୍ତ୍ରୀଙ୍କ ଷୋଡଶ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ୯୫% ସମାଧାନ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଷୋଡଶ ଅଭିଯୋଗ ଶୁଣାଣି ଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ୭ଜଣ ମନ୍ତ୍ରୀ, ଅତିରିକ୍ତ … Read More

୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର

ଭୁବନେଶ୍ୱର: ୨୦୨୬ ବର୍ଷ ପାଇଁ ସି ଭି ରମଣ ସମ୍ମାନ ଚୟନ ପରିଷଦ ପକ୍ଷରୁ ସି ଭି ରମଣ ପୁରସ୍କାର ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ପଦାର୍ଥ ବିଜ୍ଞାନ ର ଗବେଷଣା କ୍ଷେତ୍ରରେ ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା … Read More

ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ, ସରକାରଙ୍କ ସହ ବୈଠକ ବିଫଳ

ଭୁବନେଶ୍ୱର: ସରକାରଙ୍କ ସହ ମିଲର୍ସ ଆସୋସିଏସନର ବୈଠକ ବିଫଳ ହୋଇଛି । ଫଳରେ ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ । ଅଲ୍ ଓଡିଶା ରାଇସ ମିଲର୍ସ ଆସୋସିଏସନ୍ ସଭାପତି, ସମ୍ପାଦକ ସୂଚନା ଦେଇ କହିଛନ୍ତି ଯେ ସରକାର ଆମର ଦାବି … Read More

ପ୍ରମିଳା ମଲ୍ଲିକଙ୍କ ଘରେ ତୁଙ୍ଗ ବିଜେଡି ନେତାଙ୍କ ବୈଠକ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁରର ତୁଙ୍ଗ ନେତା ଓ ନେତ୍ରୀଙ୍କକୁ ନେଇ ଏକ ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରମିଳା କହିଛନ୍ତି କୌଣସି ମେଳି ନୁହେଁ ଜିଲ୍ଲା ପ୍ରତିନିଧି ମାନଙ୍କୁ ନେଇ … Read More

ଭିଜିଲାନ୍ସ ଜାଲରେ ଦୁଇ ଲାଞ୍ଚୁଆ ଅଧିକାରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା … Read More

ମହିଳା ବିଡିଓଙ୍କୁ ଆକ୍ରମଣ ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରାଜନଗର ସରପଞ୍ଚ ସଂଘ

ରାଜନଗର : ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ ତେଜିଲା ବିବାଦ ।  ଆକ୍ରମଣର ୪ଦିନ ପରେ ବି ଅଭିଯୁକ୍ତଙ୍କ ବିରୋଧରେ ହୋଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ ।  ଏହାର ପ୍ରତିବାଦରେ ଆଜି ବ୍ଲକ ଅଫିସରେ ତାଲା ପକାଇ କାର୍ଯ୍ୟବନ୍ଦ କରିଛି ରାଜନଗର ସରପଞ୍ଚ … Read More