ନିର୍ବାଚନ ପୂର୍ବରୁ ତେଜସ୍ବୀଙ୍କ ବଡ଼ ଘୋଷଣା, ଦଳ ସରକାରକୁ ଆସିଲେ ପ୍ରତି ପରିବାରକୁ ମିଳିବ ସରକାରୀ ଚାକିରି
ବିହାର : ରାଷ୍ଟ୍ରୀୟ ଜନତା ଦଳ(RJD) ନେତା ତଥା ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । ତେଜସ୍ବୀ କହିଛନ୍ତି, ଆମେ ସରକାରକୁ ଆସିବା ପରେ ପ୍ରତି ପରିବାରରେ ସରକାରୀ ଚାକିରି ଦେବୁ … Read More
