ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କଲେ କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର : ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି। ଏହି … Read More

ପୋଖରୀରୁ କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡ଼ା:  ପୋଖରୀରୁ ଧରାଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀମାନେ କୁମ୍ଭୀରକୁ ଧରି ହବଳ ନାଳରେ ଛାଡ଼ିଦେଇଛନ୍ତି। ସୂଚନା ଅନୁସାରେ, ରବୀନ୍ଦ୍ରଙ୍କ ପୋଖରୀରେ … Read More

ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା ‘ଉଡାନ ଯାତ୍ରୀ’ କାଫେ

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ସୋମବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଯାତ୍ରୀଙ୍କ ପାଇଁ ସୁଲଭ ଖାଦ୍ୟ ଏବଂ ପାନୀୟ ବିକଳ୍ପ ସହିତ ‘ଉଡାନ ଯାତ୍ରୀ’ କାଫେର ଉଦଘାଟନ କରିଛନ୍ତି। … Read More

ନେପାଳରେ ୨ ସ୍ଵର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଦେବୀ ପ୍ରସାଦ

ପୁରୀ: ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ । ନେପାଳରେ ୨ଟି ସ୍ଵର୍ଣ୍ଣ ପଦକ ଜିତିଲେ ଓଡ଼ିଆ ତଥା ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦ । ଏସିଆନ୍ ଶକ୍ତିଉତ୍ତୋଳନ ପ୍ରତିଯୋଗୀତାରେ ବାଜିମାତ କରିଛନ୍ତି ଦେବୀ । ଏସିଆନ … Read More

ଦୁର୍ଗା ପୂଜା ନିର୍ଦ୍ଦେଶନାମା; ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ

କଟକ: ଆସିଲାଣି ପାର୍ବଣ। ଚାରିଆଡେ ଏବେ ଉତ୍ସବ ମୁଖର। ତେବେ ଦୁର୍ଗ ପୂଜାକୁ ଆଉ ମାସେ ବାକି ଥିବା ବେଳେ ଏଥିପାଇଁ ଜାରି ହେଲା ସର୍କୁଲାର। କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ରାସ୍ତା ଉପର ଦେଇ … Read More

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରିମଣ୍ଡଳ ସମ୍ମିଳନୀ: କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅଙ୍କୁ ପାଇଲଟ୍ ଟ୍ରେନିଂ ଦିଆଯିବ

ଭୁବନେଶ୍ୱର : ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN (Building and Management of Aviation Assets and Network) … Read More

ନକଲି ଅଧ୍ୟାପକଙ୍କ ଉପରେ ଉଚ୍ଚ ଶିକ୍ଷା ବିଭାଗର ଛାଟ, କାରଣ ଦର୍ଶାଅ ନୋଟିସ ଜାରି

ଉଦଳା: ଯୋଗ୍ୟତା ନ ଥାଇ ବି ପଦବୀ, ତାହା ପୁଣି ଆଉ କିଛି ନୁହେଁ….ଅଧ୍ୟାପକ । ଆଉ ଏହି ଅଧ୍ୟାପକଙ୍କ ଉପରେ ଏବେ ଉଚ୍ଚ ଶିକ୍ଷା ବିଭାଗର ପଡିଛି ଛାଟ । ଅଧ୍ୟାପକଙ୍କୁ ଆସିଛି କାରଣ ଦର୍ଶାଅ ନୋଟିସ । ଅଧ୍ୟାପକ ଜଣକ … Read More

ଦାଦନ ରୋକିବାକୁ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର, କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ

ଭୁବନେଶ୍ୱର : ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ।  ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।  ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ ।  କାହିଁକି ସେମାନେ ସେହି ରାଜ୍ୟକୁ … Read More

ନବୀନଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ରାଜ୍ୟପାଳ

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ରାଜ୍ୟପାଳ । ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ … Read More

ରାସ୍ତା ଅବସ୍ଥା ଖରାପ, ୨ କିଲୋମିଟର ଖଟିଆରେ ଶବକୁ କାନ୍ଧରେ ବୋହିଲେ ସମ୍ପର୍କୀୟ

କାମାକ୍ଷାନଗର: ପୁଣି ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ । ମହାବିରୋଡ଼ ଥାନା ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପାକଟମୁଣ୍ଡା ଗାଁ ଢ଼ିପସାହିର ସିଧ ମୁଣ୍ଡା … Read More