ଗାଈ ଚରାଇବା ବେଳେ ଟାଣି ନେଲା କୁମ୍ଭୀର !
କେନ୍ଦ୍ରାପଡା :ପୁଣି ଝାମ୍ପିନେଲା କୁମ୍ଭୀର । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲା ଆଳି ଥାନାଅନ୍ତର୍ଗତ ମାଣିକପାଟଣା ଗାଁରେ । ସୂଚନାନୁସାରେ ବ୍ରହ୍ମଣୀ ନଦୀ କୂଳରେ ଗାଈ ଚରାଇବା ବେଳେ ଝାମ୍ପି ନେଇଛି ଏକ କୁମ୍ଭୀର । ମାଣିକପାଟଣା … Read More
