‘ଅପରେସନ୍ ସିନ୍ଦୂର’ କ’ଣ? ପାକିସ୍ତାନର ୧୧ ବାୟୁସେନା ଘାଟି ଧ୍ୱଂସ କରିବାର ବ୍ଲୁ-ପ୍ରିଣ୍ଟ୍ ଦେଖାଇଲା ଭାରତ

ଜାକର୍ତ୍ତା: ଯଦି ପାକିସ୍ତାନ ଭାରତ ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରେ, ତେବେ ଭାରତର ଜବାବ କ’ଣ ହେବ? ଏହାର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ଦେଇଛି ଭାରତ। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏକ ସେମିନାରରେ ଭାରତୀୟ ନୌସେନାର କ୍ୟାପଟେନ୍ … Read More

ପୁରୀ ଦଳାଚକଟା ଘଟଣା: କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ – ‘ଅବହେଳା ଅକ୍ଷମଣୀୟ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ’

ପୁରୀ: ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଘଟଣାରେ ହୋଇଥିବା … Read More

ପୁରୀରେ ଅଘଟଣ, ୩ ମୃତ୍ୟୁ ପରେ ତଦନ୍ତ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ପୁରୀ: ପବିତ୍ର ରଥଯାତ୍ରା ସମୟରେ ପୁରୀରେ ଏକ ବଡ଼ ଅଘଟଣ ଘଟିଛି । ଆଜି ଭୋର ସମୟରେ ଶରଧାବାଲିରେ ରଥ ସମ୍ମୁଖରେ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଭୟାବହ ଘଟଣାରେ ତିନି ଜଣ … Read More

ବିଜେପି ସାଙ୍ଗଠନିକ ନିର୍ବାଚନ: ଆସନ୍ତାକାଲିରୁ ପ୍ରାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ନିର୍ବାଚନ ଅଧିକାରୀ ଡ.ବି ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯, ଅର୍ଥାତ୍ ଆସନ୍ତାକାଲିରୁ ଆରମ୍ଭ ହେଉଛି। ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର … Read More