ମୟୂରଭଞ୍ଜରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବିଶୋଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ, ବିଶୋଇ … Read More

ଆଦମପୁର ଏୟାର ବେସ୍ ଯାଇ ସାରା ଦୁନିଆକୁ ସତ ଦେଖାଇଲେ ମୋଦୀ

ଅମୃତସର: ପଦାରେ ପଡିଲା ପାକିସ୍ତାନର ମିଛ, ଗାଲୁଆ ପାକିସ୍ତାନ ଯେଉଁ ଅଭିଯୋଗ କରୁଥିଲା ତାହା ଆଜି ଧରାପଡିଲା । ଆଉ ସତ କଣ ସାରା ଦୁନିଆ ଦେଖିଲା । ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଯେତବେଳେ ଅପରେସନ ସିନ୍ଦୂର ଜରିଆରେ ଭାରତ … Read More

ନୂଆପଡ଼ାରେ ବାଘ ଆତଙ୍କ, ଗୁହାଳରେ ପଶି ଗାଈକୁ ମାରିଲା କଲରାପତରିଆ

ନୂଆପଡ଼ା : ନୂଆପଡ଼ାରେ ବାଘ ଆତଙ୍କ ।  ଗୁହାଳରେ ପଶି ଗାଈକୁ ମାରିଲା କଲରାପତରିଆ ।  ଧରମବନ୍ଧା ଥାନା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି ।  ଆଶରାମ ରାଉତଙ୍କ ଗୁହାଳରେ ପଶି ଗାଈକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ … Read More

ଶେଷରେ ସତ ମାନିଲା ପାକିସ୍ତାନ, ଭାରତର ଆକ୍ରମଣରେ ବଡ଼ କ୍ଷତି ହୋଇଛି

ନୂଆଦିଲ୍ଲୀ: କଥାରେ ଅଛି ହନୁ ମଲା ବେଳେ ସତ କୁହେ… ଆଉ ସେ କଥା ସତ ହୋଇଛି ପାକିସ୍ତାନ କ୍ଷେତ୍ରରେ । ପହଲଗାମ୍ ପ୍ରତିଶୋଧ ନେବାକୁ ଯାଇ ଭାରତ ଯେଉଁ ରକ୍ତମୁଖା ଜବାବ ଦେଇଛି ଆଉ ଯେଉଁ ଶୈଳୀରେ ବଦଲା ନେଇଛି… … Read More

ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ, ପାସ୍‌ ହାର ୯୩.୬୬ ପ୍ରତିଶତ ରେକର୍ଡ

ଭୁବନେଶ୍ବର: ପ୍ରଥମେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ପାସ୍‍ହାର ୯୩.୬୬ ପ୍ରତିଶତ ରହିଛି । ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୨.୩୭ … Read More

ଭାରତମାତା ପାଇଁ ଗୌରବ ଆଣିଛନ୍ତି ସେନା: ପ୍ରଧାନମନ୍ତ୍ରୀ

ଆଦମପୁର : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ସୀମାରେ ଆପେକ୍ଷିକ ଶାନ୍ତି ରହିଛି। ‘ଅପରେସନ୍ ସିନ୍ଦୂର’ ଏବଂ ଅସ୍ତ୍ରବିରତି ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ସଶସ୍ତ୍ର ବାହିନୀର ପ୍ରଶଂସା କରିଥିଲେ … Read More

IAS ସନ୍ତୋଷ କୁମାରଙ୍କୁ ମିଳିଲା ସୌରଶକ୍ତି ନିଗମର ଅଧ୍ୟକ୍ଷ ଓ ଏସଡି ଭାବେ ଅତିରିକ୍ତ ଦାୟିତ୍ୱ

ଓଡ଼ିଶା କ୍ୟାଡରର ୧୯୯୪ ବ୍ୟାଚର ବରିଷ୍ଠ IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ମିଳିଲା ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବର୍ତ୍ତମାନ ସେ ନୂଆ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE)ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ … Read More

ଆମେରିକା ରାଷ୍ଟ୍ରପତିଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେବ କାତାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସ ମେ ୧୪ ତାରିଖରେ କାତାର ଗସ୍ତରେ ଯାଉଛନ୍ତି। ଆଉ ଏହି ସମୟ ମଧ୍ୟରେ, କାତାର ସରକାର ତାଙ୍କୁ ଏକ ବିଳାସପୂର୍ଣ୍ଣ ବୋଇଂ ୭୪୭-୮ ଜମ୍ବୋ ଜେଟ୍ ଉପହାର ଦେଉଛନ୍ତି। ଏହି ବିମାନର … Read More

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ; ପାସ୍‍ ହାର ୮୮.୩୯ ପ୍ରତିଶତ

ଭୁବନେଶ୍ବର: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷା ଫଳ ୨୦୨୫ ପ୍ରକାଶ କରାଯାଇଛି । ଚଳିତବର୍ଷ ଦ୍ବାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି । ଓଡ଼ିଶାରେ ପାସହାର ୭୮.୭୪ପ୍ରତିଶତ … Read More

ସାଉଥ୍‍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସମୀକ୍ଷା ବୈଠକ

ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ମଧ୍ୟ ଘନ ଘନ ସମୀକ୍ଷା ବୈଠକ ଜାରି ରହିଛି । ଆଜି ସାଉଥ୍‍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ସିଡିଏସ୍‍, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ … Read More