ବିଜିନ୍ଜମ ବନ୍ଦର ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ- ଆଜି ଅନେକଙ୍କ ନିଦ ହଜିଯିବ
କେରଳର ଥିରୁଭାନନ୍ତପୁରମରେ ନିର୍ମିତ ବିଝିନଜମ ଅନ୍ତର୍ଜାତୀୟ ବନ୍ଦରକୁ ଶୁକ୍ରବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅନ୍ତର୍ଜାତୀୟ ବନ୍ଦରକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି। ଏହି ବନ୍ଦର … Read More