ମୋତେ ଯେତେଶୀଘ୍ର ପାରୁଛନ୍ତି ସୀମାକୁ ପଠାଇ ଦିଅନ୍ତୁ: ମୁଖ୍ୟ କନଷ୍ଟେବଳ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପୁଲିସ ହେଡ୍ କନଷ୍ଟେବଳ ଚମନ ସିଂହ ପାକିସ୍ତାନ ବିରୋଧରେ ଚାଲିଥିବା ଲଢ଼େଇରେ ଯୋଗ ଦେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଉତ୍ତରପ୍ରଦେଶ ପୁଲିସର ହେଡ କନଷ୍ଟେବଳ … Read More

ଆସନ୍ତାକାଲି ସିବିଏସଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ!

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ମଙ୍ଗଳବାର ପୂର୍ବାହ୍ନ ୧୦ ଟା ସମୟରେ ଫଳ ପ୍ରକାଶନ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଛାତ୍ରଛାତ୍ରୀ www.cbse.gov.in, cbseresults.nic.inରେ ରେଜଲ୍ଟ … Read More

ଟ୍ରେନରେ ବୋମା ରଖିଥିବାର ଧମକ ଦେଇଥିବା ଯୁବକକୁ ଧରିଲା ପୁଲିସ

ନୂଆଦିଲ୍ଲୀ: କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନରେ ବୋମା ରଖିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରେଳବାଇ ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମେ ୧୧ ରାତି ପ୍ରାୟ ୧:୧୦ ସମୟରେ, କାଲାବୁର୍ଗୀ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଏକ … Read More

ଆତଙ୍କବାଦ ହେଉଛି କୁକୁରର ଲାଞ୍ଜ, ଯାହା କେବେ ସିଧା ହେବ ନାହିଁ: ଯୋଗୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ବ୍ରହ୍ମୋସ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧାର ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ସୈନିକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More

ଇସ୍ରୋ ଅଧ୍ୟକ୍ଷଙ୍କ ବଡ଼ ସୂଚନା: ଶତ୍ରୁଙ୍କ ଉପରେ ନଜର ରଖିଛି ୧୦ ସାଟେଲାଇଟ୍‌

ମଣିପୁର,୧୨।୫: ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି। ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର … Read More

“ଆକାଶରେ ଶତ୍ରୁଙ୍କୁ ନଷ୍ଟ କରିଛି ସେନା”: ପାକିସ୍ତାନୀ ମିରାଜ ଜେଟ୍ ଖସାଇଥିବା ନିଶ୍ଚିତ କଲା ଭାରତ

ନୂଆଦିଲ୍ଲୀ : ସୋମବାର ଭାରତ ନିଶ୍ଚିତ କରିଛି ଯେ ଅପରେସନ୍ ସିନ୍ଦୁର ସମୟରେ ଏକ ପାକିସ୍ତାନୀ ମିରାଜ ଯୁଦ୍ଧ ବିମାନ ଖସାଯାଇଛି। ଭାରତୀୟ ସେନା ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ପାକିସ୍ତାନୀ ମିରାଜର ଭଗ୍ନାବଶେଷ ଦେଖାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ … Read More

ପାକ୍ ଗୁଳିମାଡ଼ ଯୋଗୁଁ ଯେଉଁମାନେ ଘର ଛାଡିଛନ୍ତି ସେମାନେ ଏବେ ଫେରିପାରିବେ: ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

ପୁଞ୍ଚ/ଜାମ୍ମୁ: ଜମ୍ମୁ କାଶ୍ମୀରରେ ସମ୍ପ୍ରତି ପାକିସ୍ତାନ ଗୁଳିମାଡ଼ ଏକ “ଯୁଦ୍ଧ ପରି ପରିସ୍ଥିତି” ସୃଷ୍ଟି ହୋଇଥିଲା। ଫଳରେ ପୁଞ୍ଚ ଜିଲା ସମେତ ରାଜ୍ୟର ଅନେକ ସ୍ଥାନ ଆକ୍ରମଣରେ ପ୍ରଭାବିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଏକ ସାମରିକ ବୁଝାମଣା ଯୋଗୁଁ ପାକ … Read More

୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନକୂଳ ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ମିଳିଛି । ଆଣ୍ଡାମାନ ସାଗର ଓ … Read More

୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି : ଭାରତୀୟ ସେନା

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଥିଲା ଅପରେସନ ସିନ୍ଦୂର ଓ ତାହା ୧୦୦ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନା କହିଛି । ରବିବାର ଭାରତର ତିନି ସେନା ଦ୍ୱାରା … Read More

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ପୁରୀ : ଦିଘା ଜଗନ୍ନାଥ ମନ୍ଦିର ବିବାଦରେ ଜଡ଼ିତ ହୋଇ ପଡ଼ିଥିବା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ ହୋଇଛନ୍ତି । ବଳକା ଦାରୁରେ ଦିଘା ମନ୍ଦିର ଜଗନ୍ନାଥ ବିଗ୍ରହ ନିର୍ମାଣ ନେଇ ଦ୍ବନ୍ଦ୍ବାତ୍ମକ ଏବଂ ବିବାଦୀୟ ବୟାନ ଦେଇ ଥିବା … Read More