ଗଛରେ ପିଟି ହେଲା ସ୍କର୍ପିଓ ; ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜୀବନ

ରାଉରକେଲା: ଦିଅଁ ଦର୍ଶନ ସାରି ଫେରିବା ବାଟରେ ଗଛରେ ପିଟି ହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ ଗୁରୁତର । ଝାଡ଼ଖଣ୍ଡ ଚତରାରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା । … Read More

କର୍ମଜୀବୀ ମହିଳାଙ୍କୁ ଦୁଷ୍କର୍ମ, ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଯାଜପୁର : ଯାଜପୁରରେ ଲଜ୍ଜା ।  କର୍ମଜୀବୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ।  ବିରୋଧ କରିବାରୁ ପୀଡିତାଙ୍କୁ ଆକ୍ରମଣ କଲେ ଅଭିଯୁକ୍ତ ।  ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା ।  ଅଭିଯୋଗର ୭୨ ଘଣ୍ଟା ପରେ ବି ପୋଲିସର ହାତ … Read More

ୱେଭ୍ସ ଆନିମେସନ ଚଳଚ୍ଚିତ୍ର ପ୍ରତିଯୋଗିତାର ଫାଇନାଲରେ ଚମକିବେ ଦୁଇ ଓଡ଼ିଆ

ଭୁବନେଶ୍ଵର: ଆସନ୍ତା ମେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ-ୱେଭ୍ସ ୨୦୨୫। ୱେଭ୍ସ ଅଧୀନରେ ଆୟୋଜିତ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଫାଇନାଲରେ ଅଂଶଗ୍ରହଣ କରିବା ଲାଗି ସାରା … Read More

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଫୁଟୁଛି, ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୧ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ଦୁଃଖିତ। ଆତଙ୍କବାଦୀ ଆକ୍ରମଣର … Read More

ଜମ୍ମୁ କାଶ୍ମୀର ସେନା ଟାର୍ଗେଟରେ ୧୪ ଜଣ ଆତଙ୍କବାଦୀ, ତାଲିକା ଜାରି କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମିରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ। ଗୁଇନ୍ଦା ତଥ୍ୟ ଆଧାରରେ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରକାଶ। ସମସ୍ତଙ୍କର ବୟସ ୨୦ରୁ୪୦ ବର୍ଷ ମଧ୍ୟରେ ସୂଚନା। ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଆତଙ୍କୀଙ୍କୁ ସହଯୋଗ କରୁଥିଲେ। ଲୁଚି ରହିଥିବାର ବ୍ୟବସ୍ଥା ସହ … Read More

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର: ବିଧାନସଭା ପରିସରରେ ଆଜି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, କଂଗ୍ରେସ ବିଧାୟକ … Read More

କାଲି ସୁଦ୍ଧା ଭୁବନେଶ୍ବର ଛାଡ଼ିବେ ପାକିସ୍ତାନୀ ମହିଳା : ଡିସିପି ଭୁବନେଶ୍ୱର

ଭୁବନେଶ୍ବର : ସମସ୍ତ ପାକିସ୍ତାନୀଙ୍କୁ ରାଜ୍ୟରୁ କାଢିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ ରହିଛି । ଆମ ରାଜ୍ୟ ସରକାର ଚିହ୍ନଟ କରିବା ପାଇଁ ଜିଲ୍ଲା ଅଫିସକୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନରେଟ ପୋଲିସ ଜଣେ ପାକିସ୍ଥାନୀ ଭୁବନେଶ୍ଵରରେ ରହିଥିବା ଚିହ୍ନଟ କରିଛନ୍ତି … Read More

ନୀରପେକ୍ଷ ତଦନ୍ତ ପାଇଁ ପାକିସ୍ତାନର ପ୍ରସ୍ତାବ

ନୂଆଦିଲ୍ଲୀ : ପହଲଗାମ୍ ହମ୍‌ଲା ପରେ ଭାରତର ଆକ୍ସନ ନେଇ ଛାନିଆ ହେଲା ପାକିସ୍ତାନ ।  ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ଆରମ୍ଭ ରୁ ତୋଡ ଦେଖାଉଥିବା ପାକ୍ ଏବେ ନରମିଛି। ସିନ୍ଧୁ ଜଳଚୁକ୍ତି … Read More

ଦ୍ଵିତୀୟ ବିବାହ ପାଇଁ ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ ଗିରଫ

ଯାଜପୁର : ଦ୍ଵିତୀୟ ବିବାହ ପାଇଁ ଜନ୍ମ କଲା ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ଜଣ ଗିରଫ ।  ବାପା ସମେତ ପରିବାରର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ। ୨ଦିନ … Read More

ପହଲଗାମ ଆକ୍ରମଣ: ଭାରତକୁ ୟୁଏନଏସସିର ସମର୍ଥନ

ନ୍ୟୁୟର୍କ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଦୃଢ଼ ନିନ୍ଦା କରିଛି। ଏହା ସହିତ, ସୁରକ୍ଷା ପରିଷଦ ଏହି ନିନ୍ଦନୀୟ ଆତଙ୍କବାଦ କାର୍ଯ୍ୟର ଦୋଷୀ ଏବଂ ସେମାନଙ୍କର ସହାୟକମାନଙ୍କୁ ଦାୟୀ କରି ନ୍ୟାୟ ପ୍ରଦାନ କରିବାର … Read More