କୋଟିଏ ଟଙ୍କାର ଗୁଆ ଜବତ; ୧୪ ଜଣ ଅଟକ, ମାଛଧରା ବୋଟ ଜବତ
ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି। ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ … Read More