ଡିଜିଙ୍କୁ ଭେଟିଲ ବରିଷ୍ଠ ବିଜେଡି ନେତା

ଭୁବନେଶ୍ୱର : ଡିଜିଙ୍କୁ ଭେଟିଲ ବରିଷ୍ଠ ବିଜେଡି ନେତା । ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଦାନ କଲେ ଦାବିପତ୍ର। ୯ ଜଣ ବରିଷ୍ଠ ନେତାଙ୍କ ସହ ଅନ୍ୟ ବିଜେଡି କର୍ମୀ ଡିଜିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସଞ୍ଜୟ ଦାସବର୍ମା, ବିଧାୟକ … Read More

ପ୍ରେସ୍‌ର ବୋମା ବିସ୍ଫୋରଣରେ ଯବାନ ସହିଦ

ମାଲକାନଗିରି: ସରକାର, ପ୍ରଶାସନ ଓ ସୁରକ୍ଷାକର୍ମୀମାନେ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ଏହା ପ୍ରମାଣିତ ହୋଇଛି। ବିଜାପୁର ଜଙ୍ଗଲରେ ଆଜି ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗୋଟିଏ ପଟେ ଶାନ୍ତିବାର୍ତ୍ତା ନେଇ … Read More

ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍‌ ଡାକ୍ତରଖାନାରେ ଭର୍ତ୍ତି

ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସୋମବାର ତାଙ୍କୁ ଇଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜଭବନର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୦ଟା … Read More

ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡାରେ ସର୍ବାଧିକ ୪୫.୪ °C ରେକର୍ଡ଼

ରାଜ୍ୟକୁ ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ ।  ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୫. °C ଟପିଛି  ।   ୩ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ସହ ଜାରି ହେବ ଅସମ୍ଭାଳ … Read More

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳର ହେବ କଲ୍ ରେକର୍ଡ ଯାଞ୍ଚ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଞ୍ଚ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କେଉଁ ମାନଙ୍କ ସହ କଲ୍ ରେ ଯୋଗାଯୋଗ କରିଥିଲା ଗୋପାଳ ସେନେଇ … Read More

ପୋପ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଭାଟିକାନ ସିଟିର ପୋପ୍‌ ଫ୍ରାନ୍‌ସିସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଏହି ଅବସରରେ ପୋପ୍‌ଙ୍କ ସହ ସାକ୍ଷାତ ସମୟର ମୁହୂର୍ତ୍ତକୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ … Read More

ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ବକ୍ସଖଟରେ ଲୁଚାଇ ରଖିଥିଲା ସ୍ବାମୀ

ଉମରକୋଟ : ବକ୍ସ ଖଟରେ ସ୍ତ୍ରୀର ଡେଡ୍ ବଡି । ସ୍ତ୍ରୀକୁ ହତ୍ୟା କରି ଖଟରେ ଥିବା ବାକ୍ସରେ ଲୁଚାଇ ଘରକୁ ତାଲା ପକାଇ ସ୍ୱାମୀ ଫେରାର । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦି ଗାଁରେ । … Read More

ଇସ୍ରାଏଲରେ ନିଯୁକ୍ତି ପାଇଁ ନକଲି ସାକ୍ଷାତକାର, ୩ ଗିରଫ

ଭୁବନେଶ୍ୱର: ଇସ୍ରାଏଲରେ ନିଯୁକ୍ତି ଦେବା ପାଇଁ ଭୁବନେଶ୍ୱରର ଖାରବେଳ ଥାନା ଅନ୍ତର୍ଗତ ଏକ ହୋଟେଲରେ ନକଲି ସାକ୍ଷାତକାର କରିବା ଅଭିଯୋଗରେ କମିଶନରେଟ ପୋଲିସ ସୋମବାର ଦିନ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ବାବୁଲାହରି ଗୌଡା (୪୨), ମହେଶ … Read More

ହାସ୍ୟ ଅଭିନେତା ଅଜୟ ନାୟକଙ୍କ ପରଲୋକ

ଭୁବନେଶ୍ବର : ଟେଲିଭିଜନର ହାସ୍ୟ ଅଭିନେତା ଅଜୟ ନାୟକଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ସେ ଘରୋଇ ଓଟିଭି ଚାନେଲର ‘ଗ୍ରେଟ୍‌ ଓଡ଼ିଶା ପଲିଟିକାଲ ସର୍କସ’ ଶୋ’ରେ ଦୀର୍ଘ ବର୍ଷ ଧରି ହାସ୍ୟ ଅଭିନୟ କରୁଥିଲେ। ମିଳିଥିବା ସୂଚନା ଅନୁସାରେ … Read More

୮୮ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌

ନୂଆଦିଲ୍ଲୀ: ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌ଙ୍କ ଦେହାନ୍ତ ହୋଇଛି। ସେ ୮୮ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବହୁତ ଦିନ ଧରି ସେ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ,ତାଙ୍କର ଉଭୟ ଫୁସଫୁସରେ ନିମୋନିଆ ହୋଇଥିଲା, … Read More