ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଖପୁରିଆରେ ରଥକାଠ ଚିରଟ ଆରମ୍ଭ

କଟକ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ । ପବିତ୍ର ରାମ ନବମୀରେ ରଥ କାଠ ଚିରଟ କାମ ଆରମ୍ଭ ହୋଇଛି। କଟକ ଖପୁରିଆ ସ୍ଥିତ ବନ ବିଭାଗ କରତ କଳରେ କାଠ ଚିରା କାମର ଅନୁକୂଳ … Read More

ରାମନବମୀ ଶୋଭାଯାତ୍ରା: ବାଇକ୍‌ରେ ଆସି ଯୁବକଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ

ବାଲେଶ୍ବର: ଆଜି ପବିତ୍ର ରାମନବମୀ ଉପଲକ୍ଷେ ଉତ୍ସବମୁଖର ହୋଇଛି ଦେଶ ଠୁ ଆରମ୍ଭ କରି ସମଗ୍ର ରାଜ୍ୟ । ସକାଳୁ ସକାଳୁ ମଠ ଓ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି । ଅନେକ ସ୍ଥାନରେ ରାମନବମୀ ଅବସରରେ … Read More

ଭାରତ ସମେତ ୧୪ ଦେଶର ଯାତ୍ରୀଙ୍କ ପାଇଁ ଭିସା ଅଟକାଇଲା ସାଉଦି ଆରବ

ରିୟାଦ: ସାଉଦି ଆରବ ଯାଉଥିବା ଭାରତୀୟମାନଙ୍କ ପାଇଁ ଏକ ଖରାପ ଖବର । ଆଗାମୀ ହଜ୍ ଋତୁ ପୂର୍ବରୁ ସାଉଦି ଆରବ ୧୪ଟି ଦେଶର ନାଗରିକଙ୍କ ପାଇଁ ଉମରା, ବ୍ୟବସାୟ ଏବଂ ପରିବାର ଭିସା ଉପରେ ସାମୟିକଭାବେ କଟକଣା ଲଗାଇଛି । … Read More

ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର

ସମ୍ବଲପୁର: ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର । ଗୁରୁତର ଅବସ୍ଥାରେ ମାଆ ସଦର ହସ୍ପିଟାଲରେ ଭର୍ତ୍ତି । ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଅଭିଯୁକ୍ତ ପୁଅ ମାନଷିକ … Read More

ଏମଏ ବେବୀ ହେଲେ ସିପିଆଇଏମ୍‌ର ନୂଆ ମହାସଚିବ

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ସିପିଆଇଏମ୍‌ର ନୂଆ ମହାସଚିବ ହେଲେ ମରିୟମ ଆଲେକଜାଣ୍ଡାର ବେବୀ । କେରଳ ସରକାରରେ ମନ୍ତ୍ରୀ ରହିସାରିଥିବା ୭୧ ବର୍ଷୀୟ ରାଜନେତାଙ୍କୁ ଦଳ ରବିବାର ନୂଆ ମହାସଚିବ ଭାବରେ ନିଯୁକ୍ତ କରିଛି। ଏମଏମ ବେବୀ, ସୀତାରାମ … Read More

ନାଗରିକଙ୍କ ସେବା କରିବା ଆମ ସମସ୍ତଙ୍କର ସଂକଳ୍ପ ହେଉ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ କାର୍ଯ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ସରକାରୀ ସୁବିଧା ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଆମେ କାର୍ଯ୍ୟକର୍ତ୍ତାମାନେ ଆହୁରି ପରିଶ୍ରମ କରିବା। ବିଜେପିର ପ୍ରତିଷ୍ଠା ଦିବସରେ ସମ୍ବଲପୁର … Read More

ପୁଣି ୨୭୦୦ କମିଲା ସୁନା ଦର, ଖୁବ୍ ଶୀଘ୍ର ଛୁଇଁବ ୫୫ ହଜାର

ଭୁବନେଶ୍ଵର: ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ବିଗତ କିଛି … Read More

ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର, ପେସାଦାର ଅପରାଧୀ ଆହତ

ଅନୁଗୁଳ : ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର । ପେଶାଦାର ଅପରାଧୀ କ୍ଷୀରୋଦ ନାଏକ ଗୁରୁତର ।  କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ … Read More

୧୩୧ ଦିନ ପରେ ଆମରଣ ଅନଶନରୁ ଓହରିଲେ କୃଷକ ନେତା ଜଗଜିତ ସିଂ ଡଲେଓ୍ଵାଲ

ନୂଆଦିଲ୍ଲୀ: ୧୩୧ ଦିନ ଧରି ଆମରଣ ଅନଶନରୁ ଓହରିଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଜଗଜିତ ସିଂ ଡଲେଓ୍ଵାଲ।  ଏପ୍ରିଲ ୬ ତାରିଖ ନିଜର ଅନଶନ ସମାପ୍ତ କରିଛନ୍ତି। ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷକଙ୍କ ଅନ୍ୟ ଦାବିରେ ସେ … Read More

ଉତ୍ତରା ବସ୍ ଦୁର୍ଘଟଣା, ଆହତ ୧୨ ତୀର୍ଥଯାତ୍ରୀ ସ୍ଵତନ୍ତ ବସ୍ ଯୋଗେ ଗଲେ ପୁରୀ

ଭୁବନେଶ୍ଵର: ଭୁବନେଶ୍ବର ଉତ୍ତରା ଛକରେ ବସ୍ ଓଲଟିବା ଘଟଣା । ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱର RTO-1ଙ୍କ ପକ୍ଷରୁ ସ୍ଵତନ୍ତ୍ର ବସ୍ ଯୋଗେ ପୁରୀ ପଠାଇବାର ବ୍ୟବସ୍ଥା କରାଯାଇଛି। ସେହିଭଳି, MVIଙ୍କ ଦ୍ଵାରା ଦୁର୍ଘଟଣାର କାରଣ … Read More