ଗେମିଂ ଆପ: ୨୫ ଲକ୍ଷ ଫ୍ରିଜ, ଜଣେ ଗିରଫ

ବଲାଙ୍ଗିର: ଗେମିଂ ଆପ୍ଲିକେସନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ସାଇବର ସେଲ୍‌‌ ପକ୍ଷରୁ ସଇଁତଳା ଅଞ୍ଚଳର ଜଣେ ଯୁବକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକ ଜଣକ ୱେବ ଡୋମେନ ଗେମିଂ ଆପ୍ଲିକେସନ୍‌‌ ଖୋଲି ଖେଳାଉଥିବା ଅଭିଯୋଗ ହୋଇଛି। … Read More

ଏପ୍ରିଲ ୧୩ରେ ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଆସନ୍ତାକାଲି (ଏପ୍ରିଲ ୧୩)ରେ ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ୨୫ … Read More

କୋଟିଆ ଝାଡୁ ଗଲା ଛତିଶଗଡ଼

କୋରାପୁଟ: ଓରମାସ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ସଂଧ୍ୟାରେ କୋଟିଆରୁ ପଟାଙ୍ଗୀ ଏଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର ସହଯୋଗରେ ଛତିଶଗଡ ଯାଇଛି କୋଟିଆ ଝାଡୁ। କୋରାପୁଟ ଜିଲ୍ଲାର ପାହାଡ଼ରେ ମିଳୁଥିବା ସ୍ୱତନ୍ତ୍ର ଘାସରୁ ଫୁଲଝାଡୁ ପ୍ରସ୍ତୁତ କରାଯାଇ ବ୍ୟବହାର କରାଯାଏ। … Read More

‘ଗ୍ଲୋବାଲ ମଡେଲ ଇଣ୍ଡିଆ’ରେ ଚମକିଲେ କୋରାପୁଟିଆ ଝିଅ ହୀନାରାଣୀ

କୋରାପୁଟ: ଗ୍ଲୋରିଅସ୍ ଓଡିଶା ପାଳନ ଅବସରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ଫେସନ୍ ଇନକ୍ଲୁଜିଭିଟୀ ସୋ ୩ୟ ସଂସ୍କରଣ ପ୍ରତିଯୋଗିତା ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟର ହୀନାରାଣୀ ପଟ୍ଟନାୟକ ଓଡ଼ିଶାରୁ ପ୍ରତିନିଧିତ୍ବ କରି ଭାଗ ନେଇ କରି ଶ୍ରେଷ୍ଠ ପୁରସ୍କାର … Read More

ଇରାନ ପରମାଣୁ ବୋମା ତିଆରି କରିବାଠାରୁ ପାଦେ ଦୂରରେ

ରିୟାଦ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପଶ୍ଚିମ ଏସିଆରେ ଭୟଙ୍କର ଯୁଦ୍ଧ ହେବାର ସମ୍ଭାବନା ରହିଛି। ଆମେରିକା ଇରାନ ସଂଲଗ୍ନ ଅଞ୍ଚଳରେ ହଜାର ହଜାର ସୈନିକ, ପରମାଣୁ ବିମାନ ବାହକ ଏବଂ ଡଜନ ଡଜନ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା … Read More

ଅମୃତ ଭାରତ ଯୋଜନା ଅଧୀନରେ ସରକାର ସାରା ଦେଶରେ ୧୦୪ଟି ରେଳ ଷ୍ଟେସନର ପୁନଃବିକାଶ କଲେଣି

ନୂଆଦିଲ୍ଲୀ: ଅମୃତ ଭାରତ ଯୋଜନା ଅଧୀନରେ ସରକାର ଏପର୍ଯ୍ୟନ୍ତ ସାରା ଦେଶରେ ୧୦୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସମାପ୍ତ କରିସାରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ଏହି ଯୋଜନା ଅଧୀନରେ, ସାରା ଦେଶରେ … Read More

ଅସ୍ତ୍ର ପରିତ୍ୟାଗ କଲେ ୫ ନକ୍ସଲ, ପାଇଲେ ସରକାରୀ ସହାୟତା

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳଯରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ବନ୍ଧୁକ ଓ ବୋମା ସହ ଏହି ୫ ମାଓବାଦୀ … Read More

ଭୁବନେଶ୍ୱର ଏମ୍ସରେ କେନ୍ଦ୍ରୀୟ ଗବେଷଣା ପରୀକ୍ଷାଗାର ଉଦ୍‌ଘାଟିତ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ) ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ତାଙ୍କର ଏହି ଗସ୍ତ ପୂର୍ବ … Read More

ଶିଶୁଭବନର ୭ ମହଲା କୋଠା ଲୋକାର୍ପିତ

କଟକ: ଶିଶୁଭବନରେ ସାତ ମହଲା କୋଠା ଦୀର୍ଘ ୯ ବର୍ଷ ପରେ ଉଦ୍‌ଘାଟିତ ହୋଇଛି। ୨୦୧୬ ଫେବ୍ରୁଆରି ୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ … Read More

ମଝି ସମୁଦ୍ରରୁ କୋଟିଏ ଟଙ୍କାର ଗୁଆ ଜବତ

ଜଗତସିଂହପୁର: ମଝି ସମୁଦ୍ରରେ ବାଂଲାଦେଶ-ଭାରତ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଏକ ମାଛଧରା ବୋଟ୍‌କୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)। ମାଛଧରା ବୋଟ୍‌ରେ ଥିବା ୧୪ ଜଣଙ୍କୁ ଅଟକ ରଖାଯିବା ସହ ଚୋରା ଚାଲାଣ ହେଉଥିବା ପ୍ରାୟ କୋଟିଏ … Read More