ଭୁବନେଶ୍ଵରରେ ଇଦ୍ ଓ ରାମ ନବମୀ ପାଇଁ ବ୍ୟାପକ ପ୍ରସ୍ତୁତି, କନଭୟ ପାଟ୍ରୋଲିଂ ଆରମ୍ଭ

ଭୁବନେଶ୍ଵର : ଇଦ୍ ଓ ରାମ ନବମୀ ପାଇଁ ବ୍ୟାପକ ପ୍ରସ୍ତୁତି । ରାମ ନବମୀ ଓ ଇଦ୍ ପାଇଁ ଭୁବନେଶ୍ଵରରେ ହାଇ ସିକ୍ୟୁରିଟି । କମିସନରେଟ ପୋଲିସର ବ୍ୟାପକ କନଭୟ ପାଟ୍ରୋଲିଂ ଆରମ୍ଭ ହୋଇଛି । ସବୁ ଗଳି କନ୍ଦିରେ ପାଟ୍ରୋଲିଂ … Read More

୨୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ

ଜଳେଶ୍ୱର: ୨୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ । ବଣିଆଡିହା ସମବାୟ ସମିତିର ପୂର୍ବତନ ଆକାଉଣ୍ଟାଣ୍ଟ ଗିରଫ । ପୂର୍ବତନ ଆକାଉଣ୍ଟାଣ୍ଟ ସତ୍ୟ ଅଞ୍ଜନ ଦେଙ୍କୁ ଗିରଫ କଲା ଭିଜିଲାନ୍ସ । ସୂଚନା ଅନୁସାରେ, ବଣିଆଡିହା ସମବାୟ ସମିତିର … Read More

ଦିଲ୍ଲୀ ଉପକଣ୍ଠକୁ ସ୍ଥାନାନ୍ତର ହେବ ତିହାର ଜେଲ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ତିହାର ଜେଲକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି। ଜେଲ ସ୍ଥାନାନ୍ତରଣ ସର୍ଭେ କାର୍ଯ୍ୟ ପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି। … Read More

୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା SP,ବସ୍ତର DIG ଙ୍କ ନିକଟରେ ୫୦ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ । ସେମାନଙ୍କ ନାଁରେ ୬୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଅନେକ … Read More

ନିର୍ଗୁଣ୍ଡିରେ ଟ୍ରେନ୍ ଲାଇନଚ୍ୟୁତ: ହେଲ୍ପଲାଇନ ନମ୍ବର ଜାରି

କଟକ: କଟକ ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହୋଇଛି କାମାକ୍ଷା ଏକ୍ସପ୍ରେସ୍‌ । ଏଥିରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା  ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଆହତମାନଙ୍କୁ ଅନ୍ୟ ଟ୍ରେନ ମାଧ୍ୟମରେ … Read More

କବିସୂର୍ଯ୍ୟନଗରରେ ଗୁଳିମାଡ଼, ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ପୋଲସରା : କବିସୂର୍ଯ୍ୟନଗରରେ ଗୁଳିମାଡ଼ । ଦୁର୍ଦ୍ଦାନ୍ତ ଅପରାଧୀ ଲକ୍ଷ୍ମୀନାରାୟଣ ପାଇକରାୟଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଥରାପଲ୍ଲୀ ଗାଁ ନିକଟରେ ଗୁଳିମାଡ଼ ହୋଇଛି । କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ମୁଣ୍ଡରେ ଗୁଳି … Read More

ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ଏଥିପାଇଁ ଉଦ୍ୟମ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜ୍ଞାନ ଭବନରେ ପରିବେଶ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ପରିବେଶ ସୁରକ୍ଷା … Read More

କଟକରେ ରେଳ ଦୁର୍ଘଟଣା, ୧୧ ବଗି ଲାଇନଚ୍ୟୁତ

କଟକ: ରବିବାର ଦିନ କଟକର ଚୌଦ୍ୱାର ଅଞ୍ଚଳର ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ, ଟ୍ରେନଟି ରେଳ ଧାରଣାରୁ ଲାଇନଚ୍ୟୁତଛି । ଏହାପରେ ପରେ ଟ୍ରେନରେ ଥିବା ଯାତ୍ରୀମାନେ ବ୍ୟସ୍ତବିବ୍ରତ ହୋଇ … Read More

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଉତ୍କଳ ବିଶ୍ଵବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ମଧୁସୂଦନ ଛାତ୍ରାବାସରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଲେ ଫିଲୋସୋଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ … Read More

୧୬୦୦ ଟପିଲା ମିଆଁମାର ଭୂକମ୍ପ ମୃତ୍ୟୁ ସଂଖ୍ୟା

ୟାଙ୍ଗନ/ବ୍ୟାଙ୍କକ୍‌ : ମ୍ୟାଁମାରରେ ଶୁକ୍ରବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୪୪ରେ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାରଙ୍କ ପକ୍ଷରୁ ଶନିବାର ସ୍ପଷ୍ଟ କରାଯାଇଛି। ଧ୍ବଂସସ୍ତୂପ ତଳେ ସହସ୍ରାଧିକ … Read More