ଦୁଇ IAS ଅଧିକାରୀ ମାନସୀ ନିମ୍ଭାଲ ଓ ସମର୍ଥ ବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ବ

ଦୁଇ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ବ ମିଳିଲା । ମାନସୀ ନିମ୍ଭାଲ ହେଲେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ । ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ମାନସୀ ନିମ୍ଭାଲଙ୍କୁ ନିଯୁକ୍ତି ମିଳିଛି । ଷ୍ଟଡି ଲିଭରୁ ଫେରିବା ପରେ ତାଙ୍କୁ ଏହି … Read More

ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍

ଭବାନୀପାଟଣା: ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍। କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସର ଅଶୋକ ସାହୁଙ୍କ ଘରେ ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି। ବେନାମୀ ଆକାଉଣ୍ଟ କାରବାର ନେଇ ରେଡ ହୋଇଥିବା ସୂଚନା … Read More

ବୈଠକ ଚାଲିଥିବାବେଳେ ଚେୟାର ମାଡ଼, ଫାଟିଲା ସରପଞ୍ଚଙ୍କ ମୁଣ୍ତ

ବୈଠକ ଚାଲିଥିବାବେଳେ ହଠାତ ହୋହାଲ୍ଲା ହେଲା । ଯୁକ୍ତି ତର୍କରେ କମ୍ପିଲା ବ୍ଲକ ପରିସର । ଏହି ସମୟରେ ହଠାତ ସରପଞ୍ଚଙ୍କ ମୁଣ୍ଡରେ ଚେୟାର ମାଡ଼ ହେଲା । ଧାର ଧାର ହୋଇ ବହିଗଲା ରକ୍ତ । ସଙ୍ଗେ ସଙ୍ଗେ ତାଙ୍କୁ … Read More

ପାଚିକା ଓ ସହାୟିକାଙ୍କ ପାରିତୋଷିକ ୩ ହଜାରକୁ ବୃଦ୍ଧି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ପାରିତୋଷିକ ଲାଗୁ ହେବ। … Read More

ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ, ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଝାରସୁଗୁଡ଼ା: ୨୦୨୩ ମସିହା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ । ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହରେ … Read More

ଶୋଇଥିବା ବେଳେ ଯୁବକଙ୍କ ଉପରକୁ ଏସିଡ୍ ମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନାୟକାଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ସେହି ଗାଁର ସନାତନ ପଲେଇଙ୍କ ପୁଅ ଜଗବନ୍ଧୁଙ୍କ ଉପରକୁ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ବାହାରୁ ଏସିଡ ଫିଙ୍ଗି … Read More

ରାଜଧାନୀରେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍

ଭୁବନେଶ୍ଵର: ରାଜଧାନୀରେ ଜଣେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍ ଚର୍ଚ୍ଚାର ବିଷୟ ପାଲଟିଛି। ହନିଟ୍ରାପରେ ପଡି ସ୍ଵାମୀ ଲକ୍ଷାଧିକ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀସାଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ତଦନ୍ତ ଜାରି ରଖିଛି। ଇନଫୋସିଟି … Read More

ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ

ଭୁବନେଶ୍ୱର: ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌ । ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା ବେଳେ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ । ଭଦ୍ରକ ଜିଲ୍ଲା ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ … Read More

ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର : ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ସହ ବିଜ୍ଞାନ ସି- ସେଟ୍‌ରେ ୪ ମାର୍କ କମ୍‌ ଥିବା ନେଇ ଶନିବାର ବୋର୍ଡ ପକ୍ଷରୁ ସୂଚନା ମିଳିଛି। ପ୍ରଶ୍ନପତ୍ରରେ ଥିବା ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିଛନ୍ତି । ଯେପରି … Read More

ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ବର ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ସୁଶାନ୍ତ ନାୟକକୁ ଗିରଫ କରିଛି କମିସନରେଟ ପୋଲିସ । କଟକ ଜିଲ୍ଲା କାନପୁର ଥାନା ଚମ୍ପେଶ୍ୱର୍ ଅଞ୍ଚଳରୁ ଗିରଫ କରିଛି ।  ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ … Read More