ମାଟ୍ରିକ ପରୀକ୍ଷାରେ କପି ଦେବାକୁ ନେଇ ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ

କେନ୍ଦୁଝର : କପି ପାଇଁ ବାଡାବାଡ଼ି ।  ଦୁଇ ଗୋଷ୍ଠୀ ମୁହାଁମୁହିଁ  ।  ଦଶମ ଶ୍ରେଣୀ ପରୀକ୍ଷାରେ କପି ଦେବାକୁ କେନ୍ଦ୍ରକରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ସଂଘର୍ଷ ।  ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।  କେନ୍ଦୁଝର … Read More

ଫେସ୍‌ବୁକ୍‌ରେ ବନ୍ଧୁତା, ଝଗଡ଼ା ଓ ମୋବାଇଲ୍ ଚାର୍ଜରରେ ତଣ୍ଟି ଚିପି ହତ୍ୟା

ନୂଆଦିଲ୍ଲୀ: ହରିୟାଣାର ରୋହତକରେ କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଚିନକୁ ଦିଲ୍ଲୀରୁ ଗିରଫ କରିଛି । ଜେରାରେ ସଚିନ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ଏଥିରେ ଏହି ହତ୍ୟାକାଣ୍ଡର ପୂରା କାହାଣୀ ସାମନାକୁ … Read More

ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଓ ବିଶାଲ, ହାଜର ହେବାକୁ କ୍ରାଇମବ୍ରାଞ୍ଚକୁ ମାଗିଲେ ମହଲତ

ଭୁବନେଶ୍ୱର  : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେ ନାହିଁ ଦୀପାଳି ଦାସ ଓ ବିଶାଲ ଦାସ ।  ପରିବାରର କିଛି ଜରୁରୀ କାର୍ଯ୍ୟ ଥିବାରୁ ଆଜି ହାଜର ହେବେ ନାହିଁ ।  କେବେ ହାଜର … Read More

ରାଜ୍ୟରେ ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ

ଭୁବନେଶ୍ଵର: ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍‌ । ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ … Read More

ମାଛ କଲା ଲକ୍ଷପତି, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ସାର୍କ ମାଛ

ଜଳେଶ୍ୱର : ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ମାଛ ।  ଲକ୍ଷପତି କଲା ସାର୍କ ମାଛ । ପଶ୍ଚିମବଙ୍ଗର କାଂଥୀ ଏବଂ ପେଟୁଆଘଟ ଅଞ୍ଚଳର କିଛି ମତ୍ସ୍ଯଜିବୀଙ୍କ ଜାଲରେ ପଡ଼ିଛି ସାର୍କ ମାଛ ।  ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ … Read More

‘ସ୍କୁଲକୁ ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍‌ ଆଣିବା ସମ୍ପୂର୍ଣ୍ଣ ବ୍ୟାନ୍ ଅସମ୍ଭବ’; ଗାଇଡଲାଇନ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିଦ୍ୟାଳୟରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ବ୍ୟବହାର କରିବା ଏକ ବଡ଼ ସମସ୍ୟା ଉଭା ହୋଇଛି । ସ୍କୁଲରେ ଫୋନ୍ ବ୍ୟବହାର କରିବା ବ୍ୟାନ ଥିଲା । ହେଲେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । … Read More

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ଘଟୁଛି କିଛି ନା କିଛି ଘଟଣା, ଦୁର୍ଘଟଣା । ଯାହାକୁ ସମାଧାନ କରିବା ପୋଲିସ୍ ପାଇଁ ବେଳେ ବେଳେ ମୁଣ୍ଡାବିନ୍ଧାର କାରଣ ପାଲଟିଯାଏ । ତେବେ ଏହାରି ଭିତରେ ସେହିଭଳି ଏକ ଘଟଣା ବର୍ତ୍ତମାନ କିଛି ଦିନ ହେବ … Read More

ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁ, ଥାନାରେ ଏତଲା

ଭୁବନେଶ୍ବର: ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । … Read More

ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଶେଷ ଲିଗ୍ ମ୍ୟାଚ୍ ତଥା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଜିତିଲା ଭାରତ। ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରିପାରିଛି ନ୍ୟୁଜିଲାଣ୍ଡ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର … Read More

ଅଡୁଆରେ ପୂର୍ବ ସେବି ମୁଖ୍ୟ ମାଧବୀ ପୁରି ବୁଚ୍ : ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ମୁମ୍ବାଇର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଦାଲତ ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଜାଲିଆତି କରି ଏକ କମ୍ପାନିର ଲିଷ୍ଟିଂ … Read More