ଅହମ୍ମଦାବାଦ ବଦଳରେ କୋଲକାତା କିମ୍ବା ମୁମ୍ବାଇରେ ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲେ ଟିମ୍ ଇଣ୍ଡିଆ ନିଶ୍ଚିତ ଜିତିଥାନ୍ତା
କୋଲକାତା : ଆଇସିସି ବିଶ୍ୱକପ୍ରେ ଭାରତ ହାରିବା ସମସ୍ତଙ୍କୁ ନିରାଶ କରିଛି। ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବାକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗୋଟିଏ ପଟେ ଏହାକୁ ନେଇ କ୍ରିକେଟ୍ ପ୍ରେମୀ ଦୁଃଖରେ ଥିବାବେଳେ ଅନ୍ୟପଟେ ଏହାକୁ … Read More