କ୍ଷମା ମାଗିବା ସହିତ ‘ଜନସଂଖ୍ୟା ନିୟନ୍ତ୍ରଣ ଟିପ୍ପଣୀ’ ପ୍ରତ୍ୟାହାର କଲେ ନୀତୀଶ କୁମାର
ପାଟନା: କ୍ଷମାପ୍ରାର୍ଥନା କରିବା ସହିତ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଦେଇଥିବା ଟିପ୍ପଣୀକୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟାହାର କରି ନେଇଥିବା କଥା ନିଉଜ୍ ଏଜେନ୍ସି ‘ଏଏନ୍ଆଇ’ ରିପୋର୍ଟ କରିଛି। ଆଜି ‘ବିଜେପି’ ବିଧାୟକମାନେ ନୀତୀଶଙ୍କୁ ବିଧାନସଭା ମଧ୍ୟକୁ ନ … Read More