ପଶ୍ଚିମବଙ୍ଗରେ ମଣିପୁର ଘଟଣା, ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ ଅବସ୍ତାରେ ରାସ୍ତାରେ ଦୌଡୁଥିବାର ଭିଡିଓ ଭାଇରାଲ୍
ଦିନକୁ ଦିନ ଦୋହଲି ଯାଉଛି ଦେଶର ସୁରକ୍ଷା ବ୍ୟବସ୍ଥା। ନାରୀ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଏକ ବିରାଟ ପ୍ରଶ୍ନବାଚୀ। ମଣିପୁର ଭଳି ପଶ୍ଚିମବଙ୍ଗରେ ବି ନାରୀ ନିର୍ଯାତନାର ପାଶବୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ … Read More