୯ ଦିନ ପରେ ପୁରୀରୁ ଉଦ୍ଧାର ହେଲେ ନିଖୋଜ ଛାତ୍ର ଯୋଗେଶ
ଭୁବନେଶ୍ୱର: ରାଜଧାନୀ ମୈତ୍ରୀ ବିହାରରୁ ୧୬ ବର୍ଷର ପିଲା ନିଖୋଜ ଘଟଣା। ମିଳିଲା ନିଖୋଜ ଛାତ୍ର ଯୋଗେଶ ବାଲାଜୀ ଲିଙ୍ଗାଡ଼ିଙ୍କ ସନ୍ଧାନ। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରେସନ ଦ୍ୱାରା ପୁରୀ ଜିଲ୍ଲା ଜେନାପୁର ଅଞ୍ଚଳରୁ ଦଶମ ଶ୍ରେଣୀ ଛାତ୍ର ଯୋଗେଶଙ୍କୁ ଉଦ୍ଧାର କଲା … Read More