ମେଡିକାଲର ଝରକା ଭାଙ୍ଗୀ ଚମ୍ପଟ ମାରିଲା ଅଭିଯୁକ୍ତ
ନୀଳଗିରି: ନୀଳଗିରି ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ନୀଳଗିରି ମେଡିକାଲର ଝରକା ଭାଙ୍ଗୀ ଚମ୍ପଟ ମାରିଲା । ବାହାରେ ପୋଲିସ ଥିବାବେଳେ ଯୁବକ ଝରକା ଭାଙ୍ଗୀ ଫେରାର ହୋଇଥିବା ଜଣାପଡିଛି । ନାବାଳକ ଅପହରଣ ମାମଲାରେୁ କାଲିଠୁ ଅଟକ … Read More