ମେଡିକାଲର ଝରକା ଭାଙ୍ଗୀ ଚମ୍ପଟ ମାରିଲା ଅଭିଯୁକ୍ତ

Spread the love

ନୀଳଗିରି: ନୀଳଗିରି ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ନୀଳଗିରି ମେଡିକାଲର ଝରକା ଭାଙ୍ଗୀ ଚମ୍ପଟ ମାରିଲା । ବାହାରେ ପୋଲିସ ଥିବାବେଳେ ଯୁବକ ଝରକା ଭାଙ୍ଗୀ ଫେରାର ହୋଇଥିବା ଜଣାପଡିଛି ।

ନାବାଳକ ଅପହରଣ ମାମଲାରେୁ କାଲିଠୁ ଅଟକ ଥିଲା ଯୁବକ । ଅସୁସ୍ଥ ପରେ ଆଜି ନୀଳଗିରି ହସ୍ପିଟାଲ ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *