ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍
ପୁରୀ: ଶ୍ରୀମନ୍ଦିରକୁ ନେଇ ବିବାଦ ଶେଷ ହେବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ-ସେବାୟତଙ୍କ ମଧ୍ୟରେ ବୁଝାମଣା ଅଭାବରୁ ପ୍ରଭୁଙ୍କ ବନକଲାଗି ନୀତି ବନ୍ଦ ରହିଥିବାବେଳେ ଏବେ ଦକ୍ଷିଣ ଦ୍ୱାର ଗୁମୁଟରୁ … Read More