ଦୁଇ ଦିନରେ ଫେରିଯିବ ମୌସୁମୀ, ଆଗକୁ ବଢିବ ଶୀତ

ଭୁବନେଶ୍ୱର : କମିବ ବର୍ଷା, ବଢିବ ଶୀତ ।  ଆସନ୍ତା ୨ଦିନରେ ଫେରିଯିବ ମୌସୁମୀ ।  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁଗୂଳ ରହିଛି ।  ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି ।  ଆଗକୁ … Read More

ଆପତ୍ତିଜନକ ଏ.ଆଇ ଭିଡିଓ କରି ବନ୍ଧା ହେଲେ ଯୁବକ

କଟକ : ଆପତ୍ତିଜନକ ଏ.ଆଇ ଭିଡିଓ କରି ଯୁବକ ଗିରଫ ।  ଏ.ଆଇ ଭିଡିଓ କରି ସୋସିଆଲ ମିଡିଆରେ ଛାଡୁ ଥିଲେ ଅଭିଯୁକ୍ତ ।  ଗିରଫ କଲା ସାଇବର ଥାନା ପୋଲିସ। ସୋସିଆଲ ମିଡିଆରେ ଏପରି ଭିଡିଓ ଛାଡ଼ି ଅଧିକ ଭୀୟୁ ଆଶାରେ … Read More

ସାଇକେଲରେ ଯାଇ ଲୋକଙ୍କ ଗୁହାରି ଶୁଣିଲେ ବିଡିଓ

ସୁବର୍ଣ୍ଣପୁର: ସାଇକେଲରେ ଯାଇ ଲୋକଙ୍କ ଗୁହାରି ଶୁଣିଲେ ବିଡିଓ । ଏକେଉଁ ମନଗଢା କାହାଣୀ କି ସିନେମାର ଦୃଶ୍ୟ ନୁହେଁ, ଜଣେ ମଣିଷ ଜୀବନର ବାସ୍ତବିକ ଘଟଣା । ଯାହାକି ମନକୁ ଛୁଇଁଲା ଭଳି କଥାଟିଏ । ଏ ସମାଜରେ ସଭିଏ ନିଜ … Read More

ଦୀପାବଳି କଟକଣା, ସନ୍ଧ୍ୟା ୭ରୁ ୯ ଟା ପର୍ଯ୍ୟନ୍ତ ଫୁଟାଇ ପାରିବେ ବାଣ

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ … Read More

ନିଜ ପିଲାଙ୍କୁ ଜଙ୍ଗଲରେ ଛାଡିଦେଲା ବାପା

ମୟୂରଭଞ୍ଜ: ଜନ୍ମ କଲା ଛୁଆଙ୍କୁ ଜଙ୍ଗଲରେ ଛାଡିଦେଲା ବାପା। ଆଉ ଜଣେ ବ୍ୟକ୍ତି ପିଲାଙ୍କୁ ଜଙ୍ଗଲରେ ଏକୁଟିଆ ଦେଖି ଘରକୁ ନେଇ ଆସିଲେ। ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ ଚାଞ୍ଚଲ୍ୟ। ମୋରୋଡା ବ୍ଲକ ଅଧୀନ ଚିତ୍ରଡା ଡୁମୁରଡିହା ଗାଁର ଜଣେ ବ୍ୟକ୍ତି ପାଖ … Read More

ବୃନ୍ଦାବତୀ ନିବାସରେ ହବିଷ୍ୟାଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପୁରୀ : ହବିଷ୍ୟାଳୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ମାସ ବ୍ୟାପୀ ଚାଲିଥିବା ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜି ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପହଞ୍ଚି … Read More

ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର

କନ୍ଧମାଳ: ସକାଳୁ ସକାଳୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଲା ଭାଲୁ l ପ୍ରଥମେ ଗାଈ ବଳଦକୁ ଆକ୍ରମଣ କରୁଥିଲା l ଠିକ୍ ଏତିକି ସମୟରେ ରୁଣ୍ଡ ହୋଇଗଲେ ଗାଁ ଲୋକେ l ଗାଁ ଲୋକଙ୍କ ପାଟି ଶୁଣି ଗାଈ ବଳଦଙ୍କ ନିକଟରୁ … Read More

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟପାଳ

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ଗତକାଲି ସେ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ  ପଚାରି ବୁଝିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଭେଟିଥିଲେ। ଏହାପରେ … Read More

ହରିଣ ଛାଲ ଓ ମୟୂର ପକ୍ଷୀ ଜବତ: ଅବସରପ୍ରାପ୍ତ ବନପାଳ ଗିରଫ

ଦେବଗଡ଼ : ଦେବଗଡ ବନଖଣ୍ଡରେ ଅବସରପ୍ରାପ୍ତ ବନପାଳଙ୍କୁ ଗିରଫ କରିଛି ବନବିଭାଗ। ବାରକୋଟ ଥାନା ଅକ୍ଷରଶିଳା ଗ୍ରାମର ଅବସରପ୍ରାପ୍ତ ଫରେଷ୍ଟର କିଶୋରଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି। ଘରେ ଚିତ୍ତଲ ହରିଣ ଛାଲ ଏବଂ ମୟୂର ପକ୍ଷୀ ରଖିଥିବା ଅଭିଯୋଗରେ ଗିରଫ କରିବା … Read More

ଏସଆଇ ପରୀକ୍ଷା ଠକେଇ ମାମଲା, ଫେରାର ଅଭିଯୁକ୍ତ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର:  ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ଦୁର୍ନୀତିର ତଦନ୍ତକୁ ଜୋରଦାର କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ । ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିବା ଜଣାପଡ଼ିଛି । ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା … Read More