1790262055 vlcsnap 2026 09 24 20h26m54s643

ଖୁଣ୍ଟୁଣୀ ଆଦର୍ଶ ଜେଲରୁ ଜେଲରୁ କଏଦୀ ଫେରାର

Spread the love

ଆଠଗଡ଼: ଆଠଗଡ଼ ଖୁଣ୍ଟୁଣୀ ଆଦର୍ଶ ଜେଲରୁ କଏଦୀ ଫେରାର । କଏଦୀ ଜଣକ ହେଲେ ଯାଜପୁର ଅଞ୍ଚଳର ସୁନିଲ ଜେନା । ସନ୍ଧ୍ୟା ସମୟରେ ରୋଲକଲ୍ ବେଳେ ସୁନିଲ ଫେରାର ହୋଇଯାଇଥିବା ନେଇ ଜଣାପଡ଼ିଛି।

ସୂଚନା ଅନୁସାରେ, ସୁନିଲ ଧର୍ମଶାଳା ଅଞ୍ଚଳରେ ଏକ ଡବଲ ମର୍ଡର ମାମଲାରେ ଗିରଫ ହୋଇ ୮ମାସ ହେବ ସଜା କାଟୁଥିଲା । ହେଲେ ଗୁରୁବାର ସେ ଜେଲ୍ର ଏକ ଘର ପଛ ପଟେ ଥିବା ପାଇପରେ ଚଢ଼ି ପାରେରିରେ କଣ୍ଟା ତାର ଡେଇଁ ଜଙ୍ଗଲକୁ ଖସିଯାଇଥିବା ଜଣାପଡ଼ିଛି । ତେବେ ଏନେଇ ଖୁଣ୍ଟୁଣୀ ପୋଲିସକୁ ଅବଗତ କରାଯିବା ପରେ ତନାଘନା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *