ସ୍ତ୍ରୀ’କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ସୋର: ପତ୍ନୀହନ୍ତା ପାଲଟିଲା ସ୍ୱାମୀ । ଟାଙ୍କେ ମଦ ପିଇ ଦେଇ ସ୍ତ୍ରୀକୁ ଏମିତି ବାଡ଼େଇଲା ଯେ ଜୀବନ ଚାଲିଗଲା । ପାରିବାରିକ କଳହର କରୁଣ ପରିଣତି । ଏବେ ଘଟଣାର ଛାନବିନ କରୁଛି ପୋଲିସ । ହଁ ଦର୍ଶକ ବନ୍ଧୁ, ଏ … Read More

ନଦୀରେ ଭାସିଗଲେ ୩ ସାଙ୍ଗ: ଜଣେ ମୃତ ଓ ୨ ନିଖୋଜ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୃଷ୍ଣାନନ୍ଦପୁର ଥାନା ପାଇକା ନଦୀରେ ଅଘଟଣ ଘଟିଛି । ନଦୀରେ ଗାଧୋଇବାବେଳେ ୩ ଜଣ ସାଙ୍ଗ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ମୃତକ ଶିଶିର … Read More

ଭୁବନେଶ୍ବର ୟୁନିଟ୍-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ । ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ … Read More

ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ, ୫୦ ଲକ୍ଷରେ ମର୍ଡର ଡିଲ୍

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ । ଗତକାଲି ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ ।  ଗଜପତିନଗରସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଉଠାଇ ଆଣି ରାତିସାରା … Read More

ମହିଳାଙ୍କୁ ମାଡ ମାରି ଘର ଓ ସ୍କୁଟି ଜାଳିଦେଲେ

ଅନୁଗୁଳ:  ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ଘର। ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଦୀପାବଳି ସନ୍ଧ୍ୟାରେ ସହର ଉପକଣ୍ଠ କୁମଣ୍ଡ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ  ଗୋଟେ ଗୋଷ୍ଠୀ ମହିଳାଙ୍କୁ … Read More

ସମ୍ପତ୍ତି ପାଇଁ ବାପା, ମାଆଙ୍କୁ ହାଣିଦେଲା ପୁଅ

ଭଦ୍ରକ: ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ସମ୍ପର୍କ । ବୃଦ୍ଧ ବାପା ମାଆଙ୍କୁ ହାଣିଲା ସମ୍ପତ୍ତି ଲୋଭୀ ପୁଅ । ଦୁହେଁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଚାନ୍ଦବାଲି ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗାଁର ଏ ଅଭାବନୀୟ … Read More

ବାଙ୍ଗାଲୋରରେ ଭଡ଼ା ଘରୁ ଉଦ୍ଧାର ହେଲା ଓଡ଼ିଆ ଦମ୍ପତିଙ୍କ ମୃତଦେହ

କେନ୍ଦୁଝର: ତେଲକୋଇ ବ୍ଲକ୍‌ରେ ଦାଦନ ଦୁଃଖ। ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ। ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି। ବାଙ୍ଗାଲୋରରେ କାମ କରୁଥିବା ଦେଉଳଡିହା ଗ୍ରାମର ଦମ୍ପତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ରାକେଶ … Read More

ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଧରାପଡ଼ିଲେ ଗୁମାସ୍ତା

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନରେ ଫଟୋ ଉଠାଇବା​‌ ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖିଛନ୍ତି ଶ୍ରୀମନ୍ଦିର ପୁଲିସ। ଗୁମାସ୍ତା ଜଣକ ଫୋନରେ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ପ୍ରତିହାରୀ ନିଯୋଗ ସମ୍ମୁଖରେ ଯାତ୍ରୀଙ୍କ ଫଟୋ ଉଠାଉଥିବା ସୂଚନା ମିଳିଛି। ମନ୍ଦିର … Read More

ଘର ଭାଙ୍ଗିଲେ ହାତୀ, ବାସ ହରାଇଲେ ୩ ଅନାଥ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ କମିବାର ନାଁ ଧରୁନାହିଁ। ବିଭିନ୍ନ ଗାଁରେ ଚାଷବାସ ଉଜାଡି ନଷ୍ଟ କରୁଥିବାବେଳେ ସୋମବାର ବିଳମ୍ବିତ ରାତିରେ ମୂଷାନାଳ ସେକ୍ସନ ପାଜିଖମନ ଗାଁରେ ସ୍ୱର୍ଗତ ନାରଣ ମାଝୀଙ୍କ ଘରକୁ ଜଙ୍ଗଲୀ ହାତୀପଲ … Read More

ମହୁମାଛି ଆକ୍ରମଣରେ ୫ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଦଂଶନରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ କମଳୀ ହିକକା(୫୦), ତାଙ୍କ ଜ୍ବାଇଁ ଇଲିଗା … Read More