ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା କଲେ ପୂରଣ କଲେ ଝିଅ

ନବରଙ୍ଗପୁର: ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ । ଶ୍ମଶାନରେ ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ଝିଅ ସ୍ବାଗତିକା ସାମନ୍ତରାୟ ମୁଖାଗ୍ନି ଦେଇ ସମସ୍ତଙ୍କ ପାଇଁ ଏକ … Read More

ସଡକ ଦୁର୍ଘଟଣାରେ ଚାଲିଗଲା ୨ ଭାଇଙ୍କ ଜୀବନ

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମୋଡା ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୁନା କିମ୍ବାକା ଏବଂ କୃଷ୍ଣ କିମ୍ବାକା ବୋଲି … Read More

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିଲେ ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର: ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଛାଡିବା ବେଳେ ଏକ ପୋଷ୍ଟରେ ଲେଖିଛନ୍ତି, “ପ୍ଲାଟଫର୍ମରେ ମୋର ଉପସ୍ଥିତି … Read More

ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍‌ ଗାନ କଲେ ଛାତ୍ରଛାତ୍ରୀ-ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଛି । ‘ବନ୍ଦେ ମାତରମ୍‌’ର ୧୫୦ତମ ବାର୍ଷିକୀ ଅବସରରେ ସାମୂହିକ ଭାବେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗାନ କରିଛନ୍ତି । ଛାତ୍ରଛାତ୍ରୀ ବନ୍ଦେ … Read More

୧୩ ଓ ୧୪ରେ ପୁଣି ଶୀତରେ ଥରିବ ସମଗ୍ର ରାଜ୍ୟ

ଭୁବନେଶ୍ୱର: ଦୁଇ ଦିନ ପରେ ପୁଣି ଶୀତରେ ଥରିବ ସମଗ୍ର ରାଜ୍ୟ । ଆକାଶରୁ ବାଦଲ ହଟିବା ପରେ ପୁଣି ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିବ । ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି … Read More

ନୂଆ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଗକୁ ବିଧାନସଭା ଆସନ ସଂଖ୍ୟା ବଢିପାରେ । ବିଧାନସଭାରେ ଆଉ ୫୦ଟି ସିଟ୍ ବଢ଼ିପାରେ । ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ହେବ ନୁଆ ଲୋକସେବା ଭବନ ଓ ବିଧାନସଭା । ସୀମା ନିର୍ଦ୍ଧାରଣ ପରେ ବଢ଼ିପାରେ ବିଧାନସଭା ସିଟ୍ ସଂଖ୍ୟା … Read More

୨୦ କୋଟି ଟଙ୍କାର ଠକେଇ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ସାଇବର ଠକଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ବର : ୨୦କୋଟି ଟଙ୍କାର ସାଇବର ଠକେଇ । କମିଶନରେଟ ପୋଲିସକୁ ବଡ଼ ସଫଳତା ।  ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ଗିରଫ ।  ଏଥିରେ ବିହାରର ୭, କେରଳର ୪, ଓଡ଼ିଶାରୁ ଜଣେ ଗିରଫ ।  ସେମାନଙ୍କ ନିକଟରୁ ୩୦ କି ପ୍ୟାଡ … Read More

ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

କଟକ: କଟକରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା ।  ଖାନନଗର ଅଞ୍ଚଳର ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ ।  ମୃତ ମାଛ ବ୍ୟବସାୟୀ ପୁରୀଘାଟ ଅଞ୍ଚଳର ପପୁ ଦାଶ ।  ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । … Read More

ବିଲ ମଝିରୁ ଅଧାପୋଡା ମୃତଦେହ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଲ ମଝିରୁ ମିଳିଲା ଅଧାପୋଡା ମୃତଦେହ । ମୃତଦେହ ଜବର କରି ତଦନ୍ତ କରୁଛି ପୁଲିସ । ରାଜ୍ୟରେ ଦିନକୁ ଦିନ ବଢୁଥିବା ଅପରାଧ ପୁଲିସ ପାଇଁ ମୁଣ୍ଡବିନ୍ଧ ସାଜୁଛି । କିନ୍ତୁ ଅପରାଧ କମିବା ବଦଳରେ … Read More

ରାଜଧାନୀରେ ଜଳିଗଲା ଆଉ ଏକ ଆମ ବସ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ବରରେ ପୁଣିଥରେ ‘ଆମ ବସ’ରେ ନିଆଁ । ପଟିଆରେ ଥିବା ଏକ ବସ୍ ଡିପୋରେ ବସରେ ଅଗ୍ନିକାଣ୍ଡ ଘଟିଛି । ବସରେ ନିଆଁ ଲାଗିବା ପରେ ସାରା ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା । ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ … Read More