ବିଜେଡିକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର ଚାଲିଥିଲା: ଲେନିନ ମହାନ୍ତି

ଭୁବନେଶ୍ୱର: ବିଜେଡି ବିରୋଧରେ ଚାଲିଥିଲା ମିଡ୍‌ ଡେ ଅପରେସନ । ଦଳକୁ ଦୁର୍ବଳ କରିବାକୁ ଏକ ବଡ ଷଡଯନ୍ତ୍ର କରାଯାଇଥିଲା । ଯାହାକୁ ଶକ୍ତ ଧକ୍କା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡ୍‌ ଡେ’ ଅପରେସନ ବି ଫେଲ୍‌ … Read More

କନ୍ଧମାଳରେ ଅସମ୍ଭାଳ ଜାଡ଼, ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି : ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି ।  କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳରେ ହଠାତ୍ କିଛି ଦିନ ହେଲା ପାରଦ ପୁଣି ତଳମୁହାଁ  ।  କୋହଲା ପବନ ସାଙ୍ଗକୁ ଅସହ୍ୟ ଜାଡ ଅନୁଭୂତ ହେଉଛି ।  ଗତକାଲି ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା୨.୬ … Read More

ନବୀନଙ୍କୁ ଭେଟିଲେ ଅଖିଳେଶ ଯାବଦ

ଭୁବନେଶ୍ୱର : ଅଖିଳେଶ ଓ ନବୀନଙ୍କ ଭେଟଘାଟନେଇ ବଢିଲା ଚର୍ଚ୍ଚା  l  ଓଡିଶା ଗସ୍ତରେ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  l ଏହି  ଭେଟ ଘାଟକୁ ନେଇ … Read More

ଡିଜେ ସାଉଣ୍ଡରେ ଚାଲିଗଲା ଜୀବନ ! ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଟିଟିଲାଗଡ : ଡିଜେ ସାଉଣ୍ଡ ଯୋଗୁ ଚାଲିଗଲା ଜୀବନ ।  ଡିଜେ ସାଉଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଅଭିଯୋଗ ।  ମୃତଦେହ ରଖି ଖୁଣ୍ଟୁଣୀ-ନରସିଂହପୁର ୬୫ ନମ୍ୱର୍ ରାଜ୍ୟ ରାଜପଥରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ।  ଗତକାଲି ରାତିରେ ତିଗିରିଆ … Read More

ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼

ବଲାଙ୍ଗୀର: ଭାଇ ହେଲା ଭଗାରୀ ।  ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼ ଭାଇ ।  ଗତ ୨ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜ ତଳୁ ସାନଭାଇ ନାଟରାଜ ଥନାପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ନାଟରାଜଙ୍କ ବଡଭାଇ … Read More

୬ ଡକାୟତଙ୍କୁ କାବୁ କଲା ଜିଆରପି

ଭୁବନେଶ୍ବର: ଦିନରେ ଦୋକାନୀ, ରାତିରେ ଡକାୟତି ।  ରେଳ ଷ୍ଟେସନ ପାଖରୁ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି ।  ଅଭିଯୁକ୍ତମାନେ ରେଳ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ ।  ସୁବିଧା ଓ ମୌକା ଦେଖି ଲୁଟପାଟ କରୁଥିଲେ ।  ଏଭଳି ଡକାୟତି କରୁଥିବା … Read More

କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ ଅଧ୍ୟାପକ

ଭୁବନେଶ୍ବର: ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ ।  କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ ।  ଅପାରଗ ଅଧ୍ୟାପକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର ।  ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଏକ କଠୋର ପଦକ୍ଷେପ … Read More

୧୯ରେ ସକ୍ରିୟ ହେବ ପଶ୍ଚିମା ଝଡ଼: ବଢ଼ିବ ରାତି ତାପମାତ୍ରା, କମିବ ଶୀତ

ଭୁବନେଶ୍ବର: ପଶ୍ଚିମା ଝଡ଼ର ପ୍ରଭାବ ।  ବଢ଼ିବ ରାତି ତାପମାତ୍ରା, କମିବ ଶୀତ ।  ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବ ।  ୧୯ ତାରିଖରେ ପୁଣି ପଶ୍ଚିମା ଝଡ଼ ସକ୍ରିୟ ହେବ ।  … Read More

ପୋଲିସ ଗୁଳିରେ ଟଳିଲେ ୨ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ … Read More

ବଙ୍ଗରେ ନିପା ଭାଇରସ, ଓଡ଼ିଶାରେ ଆତଙ୍କ

ଭୁବନେଶ୍ବର: ନିପା ଭାଇରସକୁ ନେଇ ଆଦୌ ଆତଙ୍କିତ ନହେବାକୁ ଅପିଲ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ପଶ୍ଚିମବଙ୍ଗରେ ନିପା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ।  ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ … Read More