ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ ଅନନ୍ୟ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ … Read More

ଡିଜିଟାଲ୍ ଆରେଷ୍ଟ ନାଁରେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କାର ଠକେଇ; ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ କହି ମହିଳାଙ୍କ ଠାରୁ ଲୁଟିଲା ଯୁବକ । ମହିଳାଙ୍କ ଠାରୁ ଆଉ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟିନେଲା ଯୁବକ । ସାଇବର ଥାନାରେ ଅଭିଯୋଗ ପରେ ବାଲେଶ୍ବରରୁ ଯୁବକ ଗିରଫ । ଗିରଫ … Read More

ଏଣିକି ମହିଳା ଚଲାଇବେ ‘ଆମ-ବସ୍’

ଭୁବନେଶ୍ବର: ଏଣିକି ମହିଳା ଚଲାଇବେ ‘ଆମ-ବସ୍’ । ଏନେଇ ‘ଆମ-ବସ୍’ ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି । ଏଣିକି ମହିଳା ଚଲାଇବେ ‘ଆମ-ବସ୍’ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ‘ଆମ-ବସ୍’ ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି … Read More

ସୋସିଆଲ ମିଡିଆରେ ଶ୍ରୀମନ୍ଦିରକୁ ନେଇ ଧମକପୂର୍ଣ୍ଣ ମେସେଜ୍

ପୁରୀ : ସୋସିଆଲ ମିଡିଆରେ ଧମକପୂର୍ଣ୍ଣ  ମେସେଜ୍ ।  ଜୁଲି ରାନୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ  ମେସେଜ୍ ରହିଥିବା ଦେଖିବାକୁ ମିଳିଛି ।  ପୁରୀ … Read More

ନବୀନ ନିବାସରେ ବିଜେଡିର ବଡ ବୈଠକ

ଭୁବନେଶ୍ୱର: ବିଜେଡିରେ ପୁଣି ହଲଚଲ । କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ … Read More

ଏଆଇ ଜରିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିର ବିକୃତ ରିଲ୍ସ ପ୍ରଘଟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବିକୃତ କରି ଜଣେ ବ୍ୟକ୍ତି ଚିତ୍ର ପ୍ରଦର୍ଶିତ କରିଥିବା ଘଟଣା ସାମ୍ନାକୁ ଆସିଛି। ଜାଲା ଭିସଭରାଜ ସିଂ ନାମକ ଏହି ବ୍ୟକ୍ତି ସାମାଜିକ ନିଜ ଗଣମାଧ୍ୟମ ଆଇଡିରେ ଏହା ପୋଷ୍ଟ … Read More

କାର ଦୁର୍ଘଟଣାରେ ୨ ମୃତ

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ତେଲିବନ୍ଧ ଛକ ନିକଟରେ … Read More

ସେକ୍ସଟର୍ସନ ଶିକାର ହେଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ

କଟକ : ସେକ୍ସଟର୍ସନ ଅଭିଯୋଗ, ୫ ଗିରଫ ।  କଟକରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସେକ୍ସଟର୍ସନର ଶିକାର କରି ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ।  ଏକ ଆନ୍ତଃଜିଲ୍ଲା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କଟକ ସାଇବର ଥାନା ପୋଲିସ ।  ଏହି … Read More

ଜେଲରେ ଲାଗିଲା AI କ୍ୟାମେରା, ଢେଙ୍କାନାଳ ଜେଲରେ ସଫଳ ହେଲା ପରୀକ୍ଷଣ

ଭୁବନେଶ୍ୱର : ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ । ରାଜ୍ୟରେ ପ୍ରଥମ ଥର ପାଇ ଜେଲରେ ଲାଗିଲା AI କ୍ୟାମେରା । ଢେଙ୍କାନାଳ ଜେଲରେ … Read More

ଏପ୍ରିଲ ୧୬ ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର : ଏପ୍ରିଲରୁ ୧୬ ରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଚାଲିବ ଜନଗଣନା । 30 ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ … Read More